ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ଓଡ଼ିଶା ମୋ ପରିବାର ଓ ଜୀବନ ବିନ୍ଧୁ ପକ୍ଷରୁ ମେଗା ରକ୍ତ ଦାନ ଶିବିର ଆରମ୍ଭ ହୋଇଯାଇଛି । ଆସନ୍ତା ସପ୍ତାହେବ୍ୟାପୀ ରାଜ୍ୟର ୩୦ଟି ଜିଲ୍ଲା ଓ ସଦରମହକୁମାରେ ଏହି ରକ୍ତଦାନ ଶିବିର ଅଭିଯାନ ଚାଲିବ । ଆଜି ପ୍ରଥମ ଦିନରେ ୨୯ଟି ଜିଲ୍ଲାରୁ ୧୪୫୦ରୁ ଉର୍ଦ୍ଧ୍ୱ ୟୁନିଟ ରକ୍ତ ସଂଗ୍ରହ ହୋଇଛି ।
ଭୁବନେଶ୍ୱରଠାରେ ବିଜୁ ଜନତା ମୁଖ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ରକ୍ତଦାନ ଶିବିରକୁ ଓଡ଼ିଶା ମୋ ପରିବାରର ଅବାହାକ ଅରୁପ ପଟ୍ଟନାୟକ ଉଦ୍ଘାଟନ କରିଥିଲେ । କ୍ରାନ୍ତି ଦିବସ ତଥା ଆଜିଠାରୁ ଆରମ୍ଭ ହୋଇଥିବା ଏହି ଅଭିଯାନ ସ୍ୱାଧୀନତା ଦିବସ ପର୍ଯ୍ୟନ୍ତ ଚାଲିବ । ଏହି ଅଭିଯାନରେ ୧୦ ହଜାର ୟୁନିଟ ରକ୍ତ ସଂଗ୍ରହ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି ।
BREAKING NEWS
- କ୍ୟାବ୍ ବୁକିଂକୁ ନେଇ ନୟାନ୍ତ ରାଜଧାନୀବାସୀ: ଓଲା, ଉବେର୍ ସେବା ବାଧାପ୍ରାପ୍ତ, ବଢୁଛି ଅସନ୍ତୋଷ
- ଜିଲ୍ଲା ଜଜ୍ ନିଯୁକ୍ତି ପରୀକ୍ଷା ମାର୍କରେ ହେରଫେର: ହାଇକୋର୍ଟଙ୍କ ହସ୍ତକ୍ଷେପ ପରେ ପ୍ରାର୍ଥୀଙ୍କୁ ମିଳିଲା ସାକ୍ଷାତକାର ସୁଯୋଗ
- ବାଇକ୍ରେ ଯିବାବେଳେ ଓଢ଼ଣୀ ପାଇଁ ଗଲା ସ୍ତ୍ରୀଙ୍କ ଜୀବନ
- ଯୁବପିଢ଼ିଙ୍କୁ ରାହୁଲଙ୍କ ଆହ୍ୱାନ: ଛାତ୍ରଛାତ୍ରୀଙ୍କ ସମାନ ସୁଯୋଗ ହିଁ ଗଢ଼ିବ ନୂଆ ଭାରତ
- ଉତ୍ତର-ପୂର୍ବାଞ୍ଚଳର ‘ଲାଇଫ୍ ଲାଇନ୍’ ଉପରେ କେନ୍ଦ୍ର ସରକାରଙ୍କ ଫୋକସ୍, ସୀମା ସୁରକ୍ଷା ନେଇ ଗୃହମନ୍ତ୍ରୀଙ୍କ କଡ଼ା ନିର୍ଦ୍ଦେଶ
- ଯୋଗୀ, ଅଖିଳେଶଙ୍କୁ ବୁଲେଟପ୍ରୁଫ୍ ଜ୍ୟାକେଟ୍; ଜାଣନ୍ତୁ କେତେ ଦାମ୍…
- EAM Jaishankar to meet Lavrov in Moscow:ଜୟଶଙ୍କରଙ୍କ ୨ଦିନିଆ ମସ୍କୋ ଗସ୍ତ;ପ୍ରତିପକ୍ଷ ଲାଭରୋଭଙ୍କୁ ଭେଟିବେ;ଏହି ପ୍ରସଙ୍ଗ ଉପରେ ହେବ ଆଲୋଚନା…
- ଆୟ ବର୍ହିଭୂତ ସମ୍ପତ୍ତି ଅଭିଯୋଗ, ସରକାରୀ ଡ୍ରାଇଭିଂ ଟ୍ରେନିଂ ସ୍କୁଲର ପୂର୍ବତନ ଅଧ୍ୟକ୍ଷ ଦୋଷୀ ସାବ୍ୟସ୍ତ
- ମହଙ୍ଗା ଚିନିକୁ କୁହନ୍ତୁ ‘ନା’, ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ଏହି ୩ଟି ପ୍ରାକୃତିକ ମିଠା ବ୍ୟବହାର କରନ୍ତୁ
- ଆକାଶରେ ଉଡ଼ୁଥିବା ବେଳେ ବଢ଼ୁଛି କର୍କଟ ରୋଗର ଆଶଙ୍କା, ପାଇଲଟ୍ମାନଙ୍କୁ ସର୍ବାଧିକ ବିପଦ!

Comments are closed.