Latest Odisha News

BREAKING NEWS

ରାଜ୍ୟସଭାରେ ବିଜେଡି ସାଂସଦଙ୍କ ଦାବି; ବିଜୁ ପଟ୍ଟନାୟକଙ୍କୁ ମିଳୁ ‘ଭାରତରତ୍ନ’

ଦିଲ୍ଲୀ/ଭୁବନେଶ୍ୱର: ବିଜୁ ଜନତା ଦଳର ସାଂସଦ ଅମର ପଟ୍ଟନାୟକ ଶୁକ୍ରବାର ଦିନ ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କୁ ଭାରତରତ୍ନ ଉପାଧିରେ ସମ୍ମାନିତ କରିବାର ଦାବି ନେଇ ରାଜ୍ୟସଭାରେ ଶୂନ୍ୟକାଳ ନୋଟିସ ଦେଇଛନ୍ତି ।

ସଂସଦରେ ବିରୋଧୀଙ୍କ ହଟ୍ଟଗୋଳ ପରେ ରାଜ୍ୟସଭା ଅଧ୍ୟକ୍ଷ ଏମ ଭେଙ୍କେୟା ନାଇଡୁଙ୍କୁ ମାର୍ଚ୍ଚ ୧୧ ତାରିଖ ପର୍ଯ୍ୟନ୍ତ ଗୃହ ମୁଲତବି କରିବାକୁ ପଡିଥିଲା । ସଭା ମୁଲତବି ହେବାର ଏହା ଲଗାତାର ପଞ୍ଚମ ଦିନ ଥିଲା । ସଂସଦରେ ଦିଲ୍ଲୀ ଦଙ୍ଗା ଉପରେ ଆଲୋଚନାକୁ ନେଇ ବିରୋଧୀମାନେ ହଟ୍ଟଗୋଳ ଜାରି ରଖିଛନ୍ତି ।

Leave A Reply

Your email address will not be published.