ଭୁବନେଶ୍ୱର: ପ୍ରଥମ ନାଭାଲ ହକି ଗ୍ରାସରୁଟ କଳିଙ୍ଗ ହକି କମ୍ପେ୍ଲକ୍ସରେ ସଫଳତାର ସହ ଆୟୋଜିତ ହୋଇଯାଇଛି । ବାଳକ ବିଭାଗରେ ସବଡେଗା ଓ ବାଳିକାରେ ମାଝପଡା ଚାମ୍ପିୟନ ହୋଇଛନ୍ତି । ବାଳିକା ଫାଇନାଲରେ ମାଝପଡା ୨-୦ ଗୋଲରେ ଆଲାନ୍ଦାକୁ ପରାସ୍ତ କରିଥିଲା । ପୁଜା ମାଝି ପ୍ଲେୟାର ଅଫ ଦି ଫାଇନାଲ ଓ ଅଙ୍କିତା କେରକେଟା ଶ୍ରେଷ୍ଠ ଗୋଲକିପର ବିବେଚିତ ହୋଇଥିଲେ ।
ବାଳକ ବିଭାଗରେ ସବଡେଗା ୨-୦ ଗୋଲରେ ମାଝପଡାକୁ ହରାଇଥିଲା । ଅଙ୍କିତ ମିଞ୍ଜ ଶ୍ରେଷ୍ଠ ଖେଳାଳି ଓ ଦିଲଶାନ ଡୁଙ୍ଗଡୁଙ୍ଗ ଶ୍ରେଷ୍ଠ ଗୋଲକିପର ପୁରସ୍କାର ହାତେଇଛନ୍ତି । ଉଦଯାପନୀ ତଥା ପୁରସ୍କାର ବିତରଣ ଉତ୍ସରେ ମହାନ ହକି ଖେଳାଳି ତଥା ପଦ୍ମଶ୍ରୀ ଦିଲୀପ ତିର୍କୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଚାମ୍ପିୟନ ଦଳକୁ ପୁରସ୍କୃତ କରିଥିଲେ ।
ଭିନିଲ କ୍ରିଷ୍ଣା, ଦେବାଶୀଷ ଜେନା, ସୁଧୀର ଡିଗିକର, ରାଜୀବ ସେଠ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ତୃଣମୂଳ ସ୍ତରରୁ ଖେଳାଳିମାନଙ୍କୁ ଉପଯୁକ୍ତ ପ୍ରଶିକ୍ଷଣ ଦିଆଯାଇଥିବାରୁ ଏହା ସେମାନଙ୍କୁ ଭବିଷ୍ୟତରେ ଫାଇଦାରେ ରଖିବ ବୋଲି ଦିଲୀପ କହିଥିଲେ ।
BREAKING NEWS
- ନବୋଦୟ ବିଦ୍ୟାଳୟ ଶିକ୍ଷକଙ୍କ ମାଡ଼ରେ ଭାଙ୍ଗିଗଲା ଛାତ୍ରଙ୍କ ଦାନ୍ତ; ଚିକିତ୍ସାଳୟରେ ଭର୍ତ୍ତି
- ଟିପିଏନ୍ଓଡ଼ିଏଲ୍ର ‘ସୌର ରଥ’ ଅଭିଯାନ ଶୁଭାରମ୍ଭ: ରୁଫ୍ଟପ୍ ସୋଲାର ଆପଣାଇବାରେ ବାଲେଶ୍ୱର ରାଜ୍ୟରେ ପ୍ରଥମ
- UAE ଅର୍ଥମନ୍ତ୍ରୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ, ଓଡ଼ିଶାରେ ନିବେଶ ପାଇଁ ଆମନ୍ତ୍ରଣ
- Virushka in “Hanuman Ansh”: ଦର୍ଶକଙ୍କ ମନ କିଣୁଛି ‘ହନୁମାନ ଅଂଶ’, ଆସିବ ସିକ୍ବେଲ୍…ପାର୍ଟ-୨ରେ ହେବ ବିରାଟ-ଅନୁଷ୍କାଙ୍କ ଏଣ୍ଟ୍ରି?
- ‘Rahul mian’: ରାହୁଲ ମିଆଁ ବୋଲି ଡାକି କଲେ ସମ୍ବୋଧନ, ବିଦେଶୀ ସଂସ୍କୃତିରେ ବଢ଼ିଛନ୍ତି କହି ତାତ୍ସଲ୍ୟ କଲେ ନିତିନ ନବୀନ…
- ପାକିସ୍ତାନ ୧୯ ବର୍ଷରୁ କମ୍ କ୍ରିକେଟ୍ ଟିମ୍କୁ ଘେରିଲେ ବିକ୍ଷୋଭକାରୀ: ହୋଟେଲ ଆଗରେ ହଙ୍ଗାମା
- ବିଦ୍ୟୁତ ଖୁଣ୍ଟକୁ ପିଟି ଜଳିଗଲା ଟ୍ରକ୍: ଡ୍ରାଇଭର ମୃତ, ୨୦୦ ଛେଳି ଜୀବନ୍ତ ଦଗ୍ଧ
- ପାରାଦୀପ ବନ୍ଦରରେ ଦୁଇଟି ଡ୍ରାଏ ବଲ୍କ ବର୍ଥ ବିକାଶ ପାଇଁ ଲେଟର୍ ଅଫ୍ ଆୱାର୍ଡ ହାସଲ କଲା ଆଦାନୀ ପୋର୍ଟସ୍ ଆଣ୍ଡ୍ ଏସ୍ଇଜେଡ୍
- Fake PMO ID: ଫେକ୍ PMO କାର୍ଡ ଦେଖାଇ ପଶିବାକୁ ଚେଷ୍ଟା କରୁଥିଲେ ପୁଅ, ପଚାରିବାରୁ ଚିହିଁକି ଉଠିଲେ ବାପା…କ୍ୟାମେରା ଉପରେ କଲେ ଆଟାକ୍!
- ପୂର୍ବତନ PACS ସେକ୍ରେଟାରୀଙ୍କୁ ବାନ୍ଧିଲା ଭିଜିଲାନ୍ସ, ୧୪.୨୨ ଲକ୍ଷ ହେରଫେର

Comments are closed.