Latest Odisha News

BREAKING NEWS

Browsing Category

ହକି

୧୮ ବର୍ଷରୁ କମ୍ ପୁରୁଷ ଏସିଆ କପରେ ସ୍ୱର୍ଣ୍ଣ ପଦକ ଜିତିଲା ଭାରତ… ମହିଳାଙ୍କୁ ବ୍ରୋଞ୍ଚ,ପ୍ରଧାନମନ୍ତ୍ରୀ ଜଣାଇଲେ…

ନୂଆଦିଲ୍ଲୀ:ପୁରୁଷ ୧୮ ବର୍ଷରୁ କମ୍ ଏସିଆ କପ୍ ୨୦୨୬ ଟାଇଟଲ(Men's U-18 Asia Cup 2026 title win) ନିଜ ନାଁରେ କଲେ ଟିମ୍ ଇଣ୍ଡିଆ । ଭାରତୀୟ ହକି ଦଳ (Indian U-18 Men's Hockey Team )ପୁରୁଷ ୧୮ ବର୍ଷରୁ କମ୍ ଏସିଆ କପ୍ ୨୦୨୬ ଟାଇଟଲ ଜିତି ପୁଣିଥରେ ଏସିଆରେ ନିଜର ପ୍ରାଧାନ୍ୟ…

Men’s U-18 Asia Cup 2026:ରୋମାଞ୍ଚକର ସେମିଫାଇନାଲରେ ପାକିସ୍ତାନକୁ ହରାଇଲା ଭାରତ; ଫାଇନାଲରେ ଜାପନ ସହ ଫାଇଟ୍..

ନୂଆଦିଲ୍ଲୀ:୧୮ ବର୍ଷରୁ କମ୍ ଏସିଆ କପ୍ ୨୦୨୬ ର ହାଇଭୋଲଟେଜ୍ ସେମିଫାଇନାଲ ମ୍ୟାଚ୍‌ରେ ଭାରତୀୟ ୧୮ ବର୍ଷରୁ କମ୍ ପୁରୁଷ ହକି ଦଳ ରୋମାଞ୍ଚକର ପ୍ରଦର୍ଶନ କରି ଚିରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ୫-୩ ଗୋଲରେ ପରାସ୍ତ କରିଛି । ତୃତୀୟ କ୍ୱାର୍ଟର ଶେଷ ପର୍ଯ୍ୟନ୍ତ ୨-୩ରେ ପଛୁଆ ଥିଲା ଭାରତ ।…

Hockey India Appoints Tim White: ଟିମ୍ ହ୍ୱାଇଟ୍ ଭାରତୀୟ ଜୁନିୟର ମହିଳା ହକି ଦଳର ନୂତନ କୋଚ୍ ;କହିଲେ- ଦେଶର…

ନୂଆଦିଲ୍ଲୀ: ଭାରତୀୟ ଜୁନିଅର ମହିଳା ହକି ଦଳର ମୁଖ୍ୟକୋଚ୍ ହେଲେ ଟିମ୍ ହ୍ୱାଇଟ୍ । ହକି ଇଣ୍ଡିଆ ଏହାର ଆନୁଷ୍ଠାନିକ ଘୋଷଣା କରିଛି। ଜାନୁଆରୀ ୨୦୨୬ରେ ହିରୋ ହକି ଇଣ୍ଡିଆ ଲିଗ୍ (Hero HIL)ରେ ଆକର୍ଡ ତାମିଲନାଡୁ ଡ୍ରାଗନ୍ସର(Accord Tamil Nadu Dragons) ମୁଖ୍ୟ ପ୍ରଶିକ୍ଷକ ଭାବରେ କାର୍ଯ୍ୟ…

Hockey World Cup 2026 Schedule: ହକି ବିଶ୍ୱକପ୍ ସୂଚୀ ଘୋଷଣା; ‘ପୁଲ୍-ଡି’ରେ ଭାରତ ସହ ପାକ୍,…

ନୂଆଦିଲ୍ଲୀ: ଏଫଆଇଏଚ୍ ପୁରୁଷ ହକି ବିଶ୍ୱକପ୍ ୨୦୨୬ ପାଇଁ କାର୍ଯ୍ୟସୂଚୀ(FIH Hockey World Cup 2026 schedule) ପ୍ରକାଶ ପାଇଛି। ନେଦରଲାଣ୍ଡ ଏବଂ ବେଲଜିୟମର ମିଳିତ ଆନୁକୂଲ୍ୟରେ ଅଗଷ୍ଟ ୧୫ରୁ ୩୦ ଯାଏଁ ଏହି ହକି ମହାକୁମ୍ଭ ଅନୁଷ୍ଠିତ ହେବ। ଭାରତୀୟ ପୁରୁଷ ଓ ମହିଳା ଉଭୟ ଦଳକୁ…

Hockey Women’s World Cup Qualifiers:ଭାରତୀୟ ମହିଳା ଦଳ ହେଲେ ରନର୍ସ-ଅପ୍ ; ହକି ବିଶ୍ୱକପରେ ସ୍ଥାନ କଲେ ପକ୍କା

ନୂଆଦିଲ୍ଲୀ: ଭାରତୀୟ ମହିଳା ହକି ଦଳ ତେଲେଙ୍ଗାନାର ହାଇଦ୍ରାବାଦରେ ଅନୁଷ୍ଠିତ FIH ହକି ବିଶ୍ୱକପ୍ 2026 କ୍ୱାଲିଫାୟର୍ସ(FIH Hockey Women’s World Cup 2026 Qualifiers)ରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି । ଶନିବାର ଫାଇନାଲରେ ଇଂଲଣ୍ଡଠାରୁ ୦-୨ ଗୋଲରେ ହାରିବା ସତ୍ତ୍ୱେ, ଭାରତୀୟ…

FIH Pro League 2025-26: ଅଷ୍ଟ୍ରେଲିଆକୁ ହରାଇ ପ୍ରଥମ ବିଜୟ ହାସଲ କଲା ଭାରତ

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆ ବିଜୟ ସହ FIH ପୁରୁଷ ପ୍ରୋ ଲିଗ୍ 2025-26ର ହୋବାର୍ଟ ପର୍ଯ୍ୟାୟକୁ ଶେଷ କରିଛି । ଚଳିତ ପ୍ରୋ ଲିଗ୍ ରେ ଭାରତୀୟ ହକି ଦଳର ଏହା ପ୍ରଥମ ବିଜୟ । ଆଜି ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ ନିର୍ଦ୍ଧାରିତ ସମୟ ମଧ୍ୟରେ ସ୍କୋର ୧-୧ ଗୋଲ୍‌ରେ ଡ୍ର ରହିଥିଲା। ଏହାପରେ ୩-୧…

Rosan Kujur makes India Debut:ରୋଶନଙ୍କ ପଦାର୍ପଣ;କହିଲେ-ନିଜ ରାଜ୍ୟରେ ସିନିୟର ଜର୍ସି ହାସଲ କରିବା ଏକ ଗର୍ବର…

ରାଉରକେଲା: ସୁନ୍ଦରଗଡର ପୁଅ ରୋଶନ କୁଜୁର ଭାରତୀୟ ହକି ଦଳର ସିନିୟର ଟିମ୍ ରେ ପଦାର୍ପଣ କରିଛନ୍ତି । ମିଡଫିଲ୍ଡର ରୋଶନ କୁଜୁର ଜୁନିଅର ରାଙ୍କରେ ପ୍ରଭାବଶାଳୀ ପ୍ରଦର୍ଶନ ପରେ ଗତ ରବିବାର ଦିନ ଆର୍ଜେଣ୍ଟିନା ବିପକ୍ଷରେ ନିଜର ଘରୋଇ ଗ୍ରାଉଣ୍ଡରେ ସିନିୟର ଟିମ୍ ରେ ଡେବ୍ୟୁ କରିଛନ୍ତି । ପାନପୋଷ…

FIH Pro League: ବେଲଜିୟମର କ୍ରମାାଗତ ବିଜୟ ହାସଲ

ରାଉରକେଲା: ଚଳିତ ହକି ପ୍ରୋ ଲିଗ୍‌ରେ ବେଲଜିୟମର ବିଜୟଧାରା ଜାରି । ଶୁକ୍ରବାର ଦ୍ବିତୀୟ ଥର ଆର୍ଜେଣ୍ଟିନାକୁ ମାତ୍ ଦେଇଛି ବେଲଜିୟମ । ରାଉରକେଲା ବିର୍ସା ମୁଣ୍ଡା ହକି ଷ୍ଟାଡିୟମ ( Birsa Munda Hockey Stadium)ରେ ଆର୍ଜେଣ୍ଟିନା ବିପକ୍ଷରେ ଏକ ରୋମାଞ୍ଚକର ମ୍ୟାଚରେ ୫-୨ ଗୋଲରେ ବିଜୟ…

FIH Men’s Pro League: ପ୍ରୋଲିଗ୍‌ରେ ଭାରତୀୟ ଦଳର କ୍ରମାଗତ ୨ୟ ପରାଜୟ; ଆସନ୍ତାକାଲି ପୁଣି ବେଲଜିୟମକୁ…

ରାଉରକେଲା:ଘରୋଇ ଗ୍ରାଉଣ୍ଡରେ ପୁଣି ହାରିଲା ଭାରତ । ରାଉରକେଲା ବିର୍ସା ମୁଣ୍ଡା ହକି ଷ୍ଟାଡିୟମ ( Birsa Munda Hockey Stadium)ଠାରେ ଆୟୋଜିତ FIH ପୁରୁଷ ପ୍ରୋ ଲିଗ୍ 2025-26ରେ ଭାରତୀୟ ଦଳ କ୍ରମାଗତ ଦ୍ବିତୀୟ ଥର ପରାସ୍ତ ହୋଇଛି । ଗତ ବୁଧବାର ଦିନ ପ୍ରୋ ଲିଗ୍ ରେ ଭାରତ ନିଜର ପ୍ରଥମ…

HIL 2026: ୨ୟ ଥର ପାାଇଁ ଚମ୍ପିଆନ ହେଲା କଳିଙ୍ଗ ଲାନ୍ସର୍ସ, ବ୍ରୋଞ୍ଚ ଜିଣିଲା ତୁଫାନ୍ସ

ଭୁବନେଶ୍ବର:ହକି ଇଣ୍ଡିଆ ଲିଗ୍ ୨୦୨୬ର ଟାଇଟଲ ଜିଣିଲା ଘରୋଇ ଦଳ କଳିଙ୍ଗ ଲାନ୍ସର୍ସ । ଫାଇନାଲରେ ରାଞ୍ଚି ରୟାଲ୍ସକୁ ୩-୨ଗୋଲରେ ପରାସ୍ତ କରି ବେଦାନ୍ତ କଳିଙ୍ଗ ଲାନସର୍ସ ପୁରୁଷ HIL 2025-26ର ଚମ୍ପିଆନ ହୋଇଛି । ୨ୟ ଥର ପାାଇଁ ଚମ୍ପିଆନ ହୋଇଛି କଳିଙ୍ଗ । ପୂର୍ବରୁ ୨୦୧୭ରେ କଳିଙ୍ଗ ବିଜୟ…