ବାଲେଶ୍ୱର : ବାଲେଶ୍ୱରରେ ବିଜେଡି ୧୨ଟି ଜୋନ୍ ଜିତିଥିବା ବେଳେ ବିଜେପି ଓ କଂଗ୍ରେସ ଗୋଟିଏ ଲେଖାଏଁ ଆସନରେ ସନ୍ତୁଷ୍ଟ ହୋଇଛନ୍ତି । ବାଲେଶ୍ୱରେ ଔପଦା-୨ ଜୋନରେ ଉଷାରଣୀ ରାଉଳ(ବିଜେପି), ଖଇରା-୪ ଜୋନରେ ରଶ୍ମିତା ମହାପାତ୍ର(ବିଜେଡି)ଜଳେଶ୍ୱର-୮ଜୋନରେ ଗୌରାଙ୍ଗ ସିଂ(ବିଜେଡି),ନୀଳଗିରି ୧୨ଜୋନରେ ରଶ୍ମିତା ସିଂ(ବିଜେଡି),ବସ୍ତା-୧୫ଜୋନରେ ଦେବିକା,ସୋରେନ(ବିଜେଡି), ,ବାହାନଗା-୧୯ଜୋନରେ ବିନପ୍ରଭା ଶିଅଳ (ବିଜେଡି),ବାଲିଆପାଳ-୨୨ ଜୋନରେ ନିଶାକର ସେଠୀ(ବିଜେଡି),ବାଲେଶ୍ୱର୨୬ଜୋନରେ ସୋନାଲି ବିଶ୍ୱାଳ(ବିଜେଡ଼ି),ବାଲେଶ୍ୱର-୨୭ ଜୋନରେ ବନଲତା ସେଠୀ(ବିଜେଡି),ଭୋଗରାଇ ୩୨ ଜୋନରେ କବିତା ମହାନ୍ତି(ବିଜେଡି),ଭୋଗରାଇ-୩୩ ଜୋନରେ ସନ୍ତୋଷ ଜେନା(କଂଗ୍ରେସ),ରେମୁଣା-୩୭ ଜୋନରେ କଲ୍ୟାଣୀ ବାରିକ(ବିଜେଡି)
ସିମୁଳିଆ-୪୧ଜୋନରେ ସାବିତ୍ରୀ ପାଢ଼ୀ(ବିଜେଡ଼ି),ସୋର-୪୪ଜୋନରେ ଜୟନ୍ତ କୁମାର ସ୍ୱାଇଁ(ବିଜେଡି)ପ୍ରାର୍ଥୀ ବିଜୟୀ ହୋଇଛନ୍ତି ।
BREAKING NEWS
- ନୂଆ ଡ୍ରେସକୋଡ ଲଞ୍ଚ କଲା ଏୟାର ଇଣ୍ଡିଆ ଏକ୍ସପ୍ରେସ୍; ଝଲସୁଛି ଭାରତୀୟ କଳା ଓ ସଂସ୍କୃତି
- ଶେଷ ହେଲା ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି ମଣତି କାର୍ଯ୍ୟ
- Rising Sea Levels: ସମୁଦ୍ରରେ ଲୀନ ହେବ ମୁମ୍ବାଇ-କୋଲକାତା? ୧.୪ କୋଟି ଲୋକଙ୍କ ଘରକୁ ବିପଦ, ଜାତିସଂଘର ଭୟଙ୍କର ଚେତାବନୀ
- Russia helping Iran: ଇରାନକୁ ଲୁଚି ଲୁଚି ସାହାଯ୍ୟ କରୁଛି ରୁଷ! ଆମେରିକା ପାଇଁ ବଢ଼ିଲା ଚିନ୍ତା, ତିଆରି ହେଉଛି ଭୟଙ୍କର ମିସାଇଲ୍ କ୍ଷମତା?
- Nepal Flood: ବନ୍ୟା ସବୁକିଛି ଛଡ଼ାଇନେଲା, ତଥାପି ଆଶା ଛାଡ଼ିନି ନେପାଳ… ମାଟି ତଳୁ ଖୋଜୁଛନ୍ତି ଜୀବନର ସ୍ମୃତି, କନ୍ଦାଇ ଦେବ ଦୃଶ୍ୟ…
- ନେପାଳ ବନ୍ୟା ବିଭୀଷିକା; ମୃତ୍ୟୁ ସଂଖ୍ୟା ୧୧୨୭କୁ ବୃଦ୍ଧି, ୪୮୦୦ ଏବେବି ନିଖୋଜ
- କିଏ ହେବ ରାମ ମନ୍ଦିର ଟ୍ରଷ୍ଟର ସିଇଓ…
- ରାଜ୍ୟ ସରକାରଙ୍କ ବଡ଼ ଘୋଷଣା:କମିଲା ପିୟୁସିସି ଫାଇନ୍, ଆସିଲା ନୂଆ ନିୟମ
- Pakistan Petty Politics: ମୋଦୀଙ୍କୁ ଫଟୋରୁ କାଟିଦେଲା ପାକିସ୍ତାନ!
- ନିଃସନ୍ତାନ ଦମ୍ପତିଙ୍କ ମୃତ୍ୟୁ ଘଟଣା; ଠକ ବାବା ଓ ସହଯୋଗୀ ଗିରଫ

Comments are closed.