Latest Odisha News

ଯାଜପୁର ଜିଲ୍ଲାର ୩୯ ଜୋନରୁ ୨୨ଟିରେ ବିଜେଡି ପ୍ରାର୍ଥୀ ବିଜୟୀ

ଯାଜପୁର: ଯାଜପୁର ଜିଲ୍ଲାର ୩୯ ଜୋନରୁ ୨୨ଟିରେ ବିଜେଡି ପ୍ରାର୍ଥୀ ବିଜୟୀ  ।  ଜିଲ୍ଲାର ଜିଲ୍ଲା ପରିଷଦ ଆସନର ଦ୍ବିତୀୟ ଦିନ ଗଣତି ଫଳାଫଳ ଆସିଛି । ଏଥିରେ ୧୨ଟି ଜିଲ୍ଲା ପରିଷଦ ସବୁ ଆସନରୁ  ବିଜେଡି  ବିଜୟୀ ହୋଇଛି । ଜିଲ୍ଲାରେ ମୋଟ ୩୯ ଜୋନରୁ ୨୨ଟି ଜୋନରେ ବିଜେଡି ପ୍ରାର୍ଥୀମାନେ ବିଜୟୀ ହୋଇଛ ନ୍ତି। ବିରୋଧୀ ବିଜେପି ଓ କଂଗ୍ରେସ ଖାତା ଖୋଲି ନାହାନ୍ତି ।

ବିଜେଡି ବିଜୟୀ ପ୍ରାର୍ଥୀ: 
୧.ବଡଚଣା(୧୭)-ଗଣେଶ୍ବର ବରାଳ-       ବ୍ୟବଧ‍ାନ- ୬୩୮୫
୨.ବଡଚଣା(୧୮)-ସସ୍ମିତା ମହାନ୍ତି-          ବ୍ୟବଧାନ- ୫୫୫୫
୩.ବରୀ(୨୨)-ଦିଲିପ କୁମାର ମହାନ୍ତି-       ବ୍ୟବଧାନ-୮୬୭
୪.ବିଂଝାରପୁର(୨୬)-ନନ୍ଦ କିଶୋର ସାମଲ- ବ୍ୟବଧାନ-୧୦୩୭୫
୫.ଦାନଗଦି(୮)-ଟିନା ହାଇବ୍ରୁ-              ବ୍ୟବଧାନ୩୭୬୨
୬.ଦଶରଥପୁର(୫)-ମନସ୍ବିନୀ ଦାସ-        ବ୍ୟବଧାନ-୧୦୪୭୪
୭.ଧର୍ମଶ‍ାଳା(୧୨)-ପ୍ରଣତୀ ଲେଙ୍କା-         ବ୍ୟବଧାନ- ୭୫୨୬
୮.ଧର୍ମଶାଳା(୧୩)-ସ୍ମତିରେଖା ବେହେରା-   ବ୍ୟବଧାନ- ୧୨୩୧୬
୯.ଯାଜପୁର (୩୦)-ସୁନିତା ରାଉତ-        ବ୍ୟବଧାନ- ୧୪୪୨୨
୧୦.କୋରେଇ(୨)-ଉମାକାନ୍ତ ମାଝି-       ବ୍ୟବଧାନ-୬୯୨୧
୧୧.ରସୁଲପୁର(୩୪)-ମମତା ଖୁଣ୍ଟିଆ-     ବ୍ୟବଧାନ-୭୪୭୯
୧୨. ସୁକିନ୍ଦା(୩୮)-ସାଧୁଚରଣ ଟୁୟୁ-       ବ୍ୟବଧାନ-୪୦୩୬

Comments are closed, but trackbacks and pingbacks are open.