ଭୁବନେଶ୍ୱର: ରାଜ୍ୟରେ ଆଜି ବଢ଼ିନି କରୋନା ସଂକ୍ରମଣ । ଗତକାଲି ଯେତିକି ଚିହ୍ନଟ ହୋଇଥିଲେ ୨୪ ଘଣ୍ଟାରେ ସେତିକି ପଜିଟିଭ୍ ବାହାରିଛନ୍ତି । ଗତକାଲି ୨୦ ଜିଲ୍ଲାରୁ ୪୨୪ ସଂକ୍ରମିତ ହୋଇଥିଲେ । ଗତ ୨୪ ଘଣ୍ଟାରେ ୨୫ ଜିଲ୍ଲାରୁ ବାହାରିଛନ୍ତି ୪୨୪ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟିନରୁ ୨୪୬ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୧୭୮ । ୧୮ ବର୍ଷ ଭିତରେ ଆଉ ୪୭ ଜଣ ପଜିଟିଭ୍ ହୋଇଛନ୍ତି ।
Covid-19 Report For 2nd Jan
New Positive Cases: 424
Of which 0-18 years: 47
In quarantine: 246
Local contacts: 178(Details of local contacts will be shared by concerned District)
1. Balasore: 29
2. Bargarh: 5
3. Bhadrak: 1
4. Balangir: 6
5. Cuttack: 66
6. Deogarh: 4— I & PR Department, Odisha (@IPR_Odisha) January 3, 2022
ଖୋର୍ଦ୍ଧା ଓ କଟକ ଜିଲ୍ଲାରେ ବଢିଛି ସଂକ୍ରମିତଙ୍କ ସଂଖ୍ୟା । ଖୋର୍ଦ୍ଧାରୁ ସର୍ବାଧିକ ୧୫୧ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କଟକରୁ ୬୬, ବାଲେଶ୍ୱରରୁ ୨୯, ସୁନ୍ଦରଗଡ଼ରୁ ୨୭, ସମ୍ୱଲପୁରରୁ ୨୨, ଝାରସୁଗୁଡ଼ାରୁ ୧୪, ପୁରୀରୁ ଆଉ ୧୨ ସଂକ୍ରମିତ ବାହାରିଛନ୍ତି । ବାକି ଜିଲ୍ଲାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଦୁଇ ଅଙ୍କ ତଳେ ରହିଛି ।
23. Sambalpur: 22
24. Sonepur: 7
25. Sundargarh: 27
26. State Pool: 31New recoveries: 147
Cumulative tested: 25701074
Positive: 1055980
Recovered: 1045109
Active cases: 2355— I & PR Department, Odisha (@IPR_Odisha) January 3, 2022
ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୧୦ଲକ୍ଷ ୫୫ହଜାର ୯୮୦କୁ ବୃଦ୍ଧି ପାଇଛି । ସୁସ୍ଥ ହୋଇଛନ୍ତି ୧୦ଲକ୍ଷ ୪୫ହଜାର ୧୦୯ ସଂକ୍ରମିତ । ଏବେ ରାଜ୍ୟରେ ୨୩ଶହ ୫୫ ଆକ୍ଟିଭ୍ କେସ୍ ରହିଛି ।
Comments are closed.