ଭୁବନେଶ୍ୱର : ରାଜ୍ୟରେ ଉପର ମୁହାଁ କରୋନା ଗ୍ରାଫ୍ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୧୭୮ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୬୯୦ ଜଣ କ୍ୱାରେଣ୍ଟାଇନ୍ରୁ ରହିଥିବା ବେଳେ ୪୮୮ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିଭଳି ୧୮ ବର୍ଷ ବୟସ ମଧ୍ୟରେ ୧୪୬ ଜଣ ସଂକ୍ରମିତ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୩୦୪୩୬୯କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି ।
Covid-19 Report For 21st July
New Positive Cases: 1178
Of which 0-18 years: 146
In quarantine: 690
Local contacts: 488(Details of local contacts will be shared by concerned District)
1. Angul: 3
2. Balasore: 18
3. Bargarh: 31
4. Bhadrak: 10
5. Balangir: 11
6. Boudh: 19— I & PR Department, Odisha (@IPR_Odisha) July 22, 2022
ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୩୦୪୩୬୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୭୨୪୫ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୧୨୮୭୯୪୧ ଜଣ ସୁସ୍ଥ ହୋଇଛନ୍ତି ।
7. Cuttack: 104
8. Deogarh: 10
9. Dhenkanal: 1
10. Gajapati: 4
11. Ganjam: 1
12. Jagatsinghpur: 8
13. Jajpur: 34
14. Jharsuguda: 17
15. Kalahandi: 32
16. Kandhamal: 13
17. Kendrapada: 13
18. Keonjhar: 12
19. Khurda: 252
20. Koraput: 13
21. Mayurbhanj: 97
22. Nawarangpur: 9— I & PR Department, Odisha (@IPR_Odisha) July 22, 2022
ଏବେ ସୁଦ୍ଧା ରାଜ୍ୟରେ ୩୨୪୫୬୭୯୮ ସାମ୍ପୁଲ ଟେଷ୍ଟ୍ ହୋଇଛି ।
Comments are closed.