ଅନୁଗୋଳ: ଜୀବନ ନେଉଛି କରୋନା । ଗତ ୨୪ ଘଣ୍ଟାରେ ରାଜ୍ୟର ୧୦ ଜିଲ୍ଲାରୁ କରୋନାରେ ଆଖି ବୁଜିଛନ୍ତି ୧୮ ଆକ୍ରାନ୍ତ । ଅନୁଗୋଳ ଜିଲ୍ଲାରେ ସଂକ୍ରମଣ ସହ ବଢୁଛି ମୃତ୍ୟୁସଂଖ୍ୟା । ଜିଲ୍ଲାରୁ ଦିନକରେ ଚାରି ଜଣ ସଂକ୍ରମିତ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି । ସେହିପରି ଖୋର୍ଦ୍ଧା ଜିଲ୍ଲାରୁ ଆଉ ତିନି ଜଣଙ୍କର ମୃତ୍ୟୁ ହୋଇଛନ୍ତି । ମୃତକଙ୍କ ଭିତରେ ଅଛନ୍ତି ଦୁଇ ଜଣ ଭୁବନେଶ୍ୱରରୁ ଅଛନ୍ତି ।
4.A 45 years old male of Angul district.
5.A 77 years old male of Bhubaneswar who was also suffering from Diabetes Mellitus & Hypothyroid.
6.A 85 years old male of Bhubaneswar who was also suffering from Coronary Artery Disease, Hypertension & Diabetes Mellitus.
— H & FW Dept Odisha (@HFWOdisha) May 11, 2021
କଳାହାଣ୍ଡି, ରାୟଗଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାରୁ କରୋନା ନେଇଛି ଆଉ ଦୁଇ ଜଣ ଲେଖାଏ ଆକ୍ରାନ୍ତଙ୍କ ଜୀବନ । ଏମାନଙ୍କ ବ୍ୟତୀତ ବୌଦ୍ଧ, ଦେବଗଡ଼, ଗଜପତି, ମାଲକାନଗିରି ଓ ପୁରୀ ଜିଲ୍ଲାରୁ ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣେ ଲେଖାଏ ମୃତ୍ୟୁବରଣ କରିଛନ୍ତି ।
11.A 39 years old male of Kalahandi district.
12.A 29 years old male of Kalahandi district who was also suffering from Sickle cell Disease.
13.A 60 years old female of Malkangiri district.
14.A 52 years old male of Puri district.
— H & FW Dept Odisha (@HFWOdisha) May 11, 2021
ସଂକ୍ରମଣ ବୃଦ୍ଧି ପାଇବା ସହ ଗତ କିଛି ଦିନ ହେବ ରାୟଗଡ଼ା, ସୁନ୍ଦରଗଡ଼ ଓ ଖୋର୍ଦ୍ଧା ଜିଲ୍ଲାରୁ ଅଧିକ ଆକ୍ରାନ୍ତ ପ୍ରାଣ ହରାଉଛନ୍ତି । ରାଜ୍ୟରେ କରୋନା ଜନିତ ମୋଟ୍ ମୃତ୍ୟୁସଂଖ୍ୟା ୨୨ଶହ ୧୫କୁ ବୃଦ୍ଧି ପାଇଛି ।
18.A 55 years old female of Sundargarh district.
— H & FW Dept Odisha (@HFWOdisha) May 11, 2021
Comments are closed.