ଭୁବନେଶ୍ୱର: ରାଜ୍ୟରେ କମୁଛି ଦୈନିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଏବେ ହଜାରେରୁ କମ୍ ସଂକ୍ରମିତ ଟିହ୍ନଟ ହେଉଛନ୍ତି । ଗତ ୨୪ ଘଣ୍ଟାରେ ସାରା ରାଜ୍ୟରୁ ୯୦୨ ପଜିଟିଭ୍ କେସ୍ ସାମନାକୁ ଆସିଛି । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ଅଛନ୍ତି ୫୨୩ ଆକ୍ରାନ୍ତ । ଲୋକାଲ କଣ୍ଟାକ୍ଟ କେସ୍ ୩୭୯ଟି ରହିଛି ।
ଆଜି ସବୁ ଜିଲ୍ଲାରୁ ଶହେରୁ କମ୍ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କଟକଠାରୁ ବି ଖୋର୍ଦ୍ଧା ଜିଲ୍ଲାରୁ କମ୍ ସଂକ୍ରମିତ ହୋଇଛନ୍ତି । ଖୋର୍ଦ୍ଧାରୁ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୬୮ ଆକ୍ରାନ୍ତ । କଟକରେ ଏହି ସଂଖ୍ୟା ୭୦ ରହିଛି ।
Covid-19 Report For 13th November
New Positive Cases : 902
In Quarantine: 523
Local contacts: 379(Details of local contacts will be shared by concerned District Administration)
District Wise Cases:
1. Angul: 50
2. Balasore: 39
3. Bargarh: 37
4. Bhadrak: 8
5. Balangir: 37— I & PR Department, Odisha (@IPR_Odisha) November 14, 2020
ମୟୂରଭଞ୍ଜରୁ ସର୍ବାଧିକ ୮୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୮୮ ଓ ଅନୁଗୋଳ ଜିଲ୍ଲାରୁ ସାମନାକୁ ଆସିଛି ୫୦ ପଜିଟିଭ୍ କେସ୍ । ବାକି ସମସ୍ତ ଜିଲ୍ଲାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୫୦ରୁ କମ୍ ରହିଛି ।
ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୭ ହଜାର ୯୦୬କୁ ବୃଦ୍ଧି ପାଇଛି । ସେମାନଙ୍କ ଭିତରୁ ସୁସ୍ଥ ହୋଇଛନ୍ତି ୨ ଲକ୍ଷ ୯୫ ହଜାର ୨୪୫ ଆକ୍ରାନ୍ତ । ଆକ୍ଟିଭ୍ କେସ୍ ରହିଛି ୧୧ ହଜାର ୯୮ଟି ।
22. Mayurbhanj: 88
23. Nawarangpur: 15
24. Nayagarh: 19
25. Nuapada: 26
26. Puri: 20
27. Rayagada: 6
28. Sambalpur: 43
29. Sonepur: 7
30. Sundargarh: 85
31. State Pool: 13New recoveries: 1504
Cumulative tested: 5219014
Positive: 307906
Recovered: 295245
Active cases: 11098— I & PR Department, Odisha (@IPR_Odisha) November 14, 2020
Comments are closed.