ଭୁବନେଶ୍ୱର: ଏକକ ପିଜି ନାମଲେଖା ତାରିଖରେ କେତେକ ପରିବର୍ତ୍ତନ ହୋଇଛି । ଏେଇ ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ନଭେମ୍ବର ୧୦ରେ ପ୍ରକାଶ ପାଇବାକୁ ଥିବା ଏକକ ପିଜି ନାମଲେଖା ମେରିଟ ଲିଷ୍ଟ ଆସନ୍ତା ୧୬ରେ ପ୍ରକାଶ ପାଇବ ।
ନଭେମ୍ବର ୧୦ ତାରିଖ ସକାଳ ୧୧ଟା ୪୫ ସୁଦ୍ଧା ଛାତ୍ରଛାତ୍ରୀ ସାମସ ପୋର୍ଟାଲରେ ସ୍ନାତ୍ତକରେ ରଖିଥିବା ମାର୍କ ଅପଲୋଡ କରାଇବେ । ଏହାପରେ ବିଶ୍ୱବିଦ୍ୟାଳୟ ଓ କଲେଜଗୁଡ଼ିକରେ ଡିସେମ୍ବର ୧୦ ସୁଦ୍ଧା ପିଜି ନାମଲେଖା ଶେଷ ହେବ ବୋଲି ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
Comments are closed.