Latest Odisha News

BREAKING NEWS

ଦକ୍ଷିଣ ଏସିଆ କ୍ରୀଡାରେ ରୌପ୍ୟ ହାତେଇଲେ ଅମିୟ ମଲ୍ଲିକ

କାଠମାଣ୍ଡୁ: କାଠମାଣ୍ଡୁରେ ଅନୁଷ୍ଠିତ ହୋଇଥିବା ଚଳିତ ତ୍ରୟୋଦଶ ଦକ୍ଷିଣ ଏସିଆ କ୍ରୀଡାରେ ଓଡିଶାର ଉଦୀୟମାନ ସ୍ପ୍ରିଣ୍ଟର୍ ଅମିୟ କୁମାର ମଲ୍ଲିକ ରୌପ୍ୟ ପଦକ ଜିତି ପୁଣିଥରେ ରାଜ୍ୟକୁ ଗୌରବାନ୍ୱିତ କରିଛନ୍ତି ।

ସେ ୪ ଗୁଣା ୧୦୦ମି. ରିଲେରେ ଏହି ପଦକ ଜିତିଛନ୍ତି ।

ଉଲ୍ଲେଖଯୋଗ୍ୟ, ଗତ ଜୁଲାଇ ମାସରେ ଫିନଲାଣ୍ଡର ମୋଟୋନେଟ୍ ଜିପି ଲାପିନହତିରେ ଅନୁଷ୍ଠିତ ହୋଇଥିବା ୧୦୦ମିଟର ପୁରୁଷ ବର୍ଗ ଦୌଡ ପ୍ରତିଯୋଗୀତାରେ ସେ ବ୍ରୋଞ୍ଜ ପଦକ ଜିତିଥିଲେ । ଛନ୍ତି ।

ସେ ୧୦.୫୫ ସେକେଣ୍ଡରେ କାଂସ୍ୟ ପଦକ ଜିଣି ପାରିଥିଲେ ।

Leave A Reply

Your email address will not be published.