Latest Odisha News

BREAKING NEWS

ମୋଷ୍ଟ ଓ୍ୱାଣ୍ଟେଡ୍ ଅନୀଲ ପାଣ୍ଡି, ସୂଚନା ଦେଲେ ମିଳିବ ପୁରସ୍କାର

ଭୁବନେଶ୍ୱର: ନିଶା ବେପେରୀ ଅନୀଲ ପାଣ୍ଡିକୁ ମୋଷ୍ଟ ଓ୍ୱାଣ୍ଡେଡ୍ ଘୋଷଣା କଲା ଏସଟିଏଫ୍ । ତାକୁ ଧରାଇ ଦେଲେ କିମ୍ବା ତା ସମ୍ପର୍କରେ ସୂଚନା ଦେଲେ ମିଳିବ ପୁରସ୍କାର ରାଶି । ଅନୀଲ ବିଷୟରେ ଖବର ଦେବା ପାଇଁ ଜାରି ହୋଇଛି ମୋବାଇଲ୍ ନମ୍ବର । ଏହି ମୋବାଇଲ୍ ନମ୍ବର ହେଲା ୭୮୯୪୪୨୩୬୧୦ । ସୂଚନାଦାତାଙ୍କ ନାଁ ଗୋପନ ରଖାଯିବ ବୋଲି ଏସଟିଏଫ୍ କହିଛି ।

ନିଶା ବେପାରର କିଙ୍ଗପିନ୍ ଅନୀଲ ପାଣ୍ଡି । ତାର ଘର ଗଞ୍ଜାମ ଜିଲ୍ଲା ଜଗନ୍ନାଥପୁର ଅନ୍ତର୍ଗତ ଛାଚିନା ଗାଁରେ । ବିଭିନ୍ନ ପ୍ରକାର ନିଶା ବେପାରରେ ସକ୍ରିୟ ଅଛି ଅନୀଲ । ଦୀର୍ଘ ଦିନ ହେବ ତାକୁ ଖୋଜୁଛି ଏସଟିଏଫ୍ । ତଦନ୍ତକାରୀ ଟିମକୁ ଚକମା ଦେଇ ଲୁଚିଛି । ଏବେ ତାକୁ ମୋଷ୍ଟ ଓ୍ୱାଣ୍ଡେଡ୍ ଘୋଷଣା କରାଯାଇଛି ।

Leave A Reply

Your email address will not be published.