ଚାକିରିରୁ ବହିଷ୍କୃତ ହେଲେ ତହସିଲଦାର ଓଡିଶାଫିଚର By ଓଡ଼ିଶା ସମ୍ବାଦ ବ୍ୟୁରୋ On Oct 4, 2019 Share ବାରିପଦା: ମୟୂରଭଞ୍ଜ ଜିଲ୍ଲାର କପ୍ତିପଦା ବ୍ଲକର ତହସିଲଦାର ପ୍ରଦୀପ କୁମାର ବେହେରାଙ୍କୁ ଦୁର୍ନୀତି ଅଭିଯୋଗରେ ରାଜ୍ୟ ସରକାର ଚାକିରିରୁ ବହିଷ୍କୃତ କରିଛନ୍ତି । ଶ୍ରୀ ବେହେରା ୨୦୦୮ ମସିହାରେ ଏକ ଦୁର୍ନୀତି ଅଭିଯୋଗରେ ସମ୍ପୃକ୍ତ ରହିଥିବାର ସୂଚନା ମିଳିଛି । Share
Comments are closed.