ଭୁବନେଶ୍ୱର : ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ସଂରକ୍ଷଣ ପକ୍ରିୟା ଆରମ୍ଭ । ୱାର୍ଡ ସୀମା ପୁନଃନିର୍ଦ୍ଧାରଣ ପାଇଁ ଦିଆଗଲା ନିର୍ଦ୍ଦେଶ । ସୀମା ପୁନଃନିର୍ଦ୍ଧାରଣ କରିବା ପାଇଁ ଜିଲ୍ଲାପାଳ ଓ ମ୍ୟୁନିସପାଲଟି କମିଶନରଙ୍କୁ ଚିଠି ଲେଖିଛନ୍ତି ପୌର ପ୍ରଶାସନ ନିିର୍ଦ୍ଦେଶକ ।
ଓବିସି ମାନଙ୍କ ପାଇଁ ସଂରକ୍ଷଣ ରହିବନି । ଜାନୁଆରୀ ୧୨ ତାରିଖରେ ଆପତ୍ତି ଅଭିଯୋଗ ଦାଖଲ କରିପାରିବେ । ଜାନୁଆରୀ ୧୩ ତାରିଖରେ ପୁନଃ ନିର୍ଦ୍ଧାରଣ ସୀମା ପ୍ରକାଶ ପାଇବ । ୨୦୨୧ ଜନ ଗଣନା ଅନୁସାରେ ପୁନଃ ନିର୍ଦ୍ଧାରଣ ପକ୍ରିୟା ହେବ । କଟକ ,ଭୁବନେଶ୍ୱର, ବ୍ରହ୍ମପୁର ମହାନଗର ନିଗମରେ ୫ ତାରିଖରେ ଚିଠା ସଂରକ୍ଷଣ ତାଲିକା ପ୍ରକାଶ ପାଇବ। ୧୬ ତାରିଖରେ ଏନେଇ ଆପତ୍ତି ଅଭିଯୋଗ କରିପାରିବେ ।
Comments are closed.