Latest Odisha News

ଗିରଫ ହେଲେ ବିଜେଡିର ପୂର୍ବତନ ବ୍ଲକ ସଭାପତି

ମୟୂରଭଞ୍ଜ: ବନ୍ଧା ହେଲେ ବିଜେଡିର ପୂର୍ବତନ ବ୍ଲକ ସଭାପତି । ମୟୂରଭଞ୍ଜ ଜିଲ୍ଲାଶୁଳିଆପଦା ବ୍ଲକ ବିଜେଡିର ପୂର୍ବତନ ସଭାପତି ଦିବ୍ୟଲୋଚନ ଦାଶଙ୍କୁ ଗିରଫ କରିଛି ଭିଜିଲାନ୍ସ । ଏଥିସହିତ ତାଙ୍କ ସହ ଜଣେ ଠିକା କର୍ମଚାରୀ ମନୋଜ ଦେଓଙ୍କୁ ବି ଗିରଫ କରିଛି ଭିଜିଲାନ୍ସ । ଓମ୍ବାଡ୍‌ସି ପାଣ୍ଠିରୁ ୧.୧୯ କୋଟି ଟଙ୍କା ଚାଲାଣ ଅଭିଯୋଗରେ ଆଜି ଭିଜିଲାନ୍ସ ତାଙ୍କୁ ଗିରଫ କରିଛି । କୋଭିଡ୍ ମହାମାରୀ ସମୟରେ ୮ ଜଣଙ୍କ ଆକାଉଣ୍ଟକୁ ଟଙ୍କା ପଠାଇଥିଲେ  ଦିବ୍ୟଲୋଚନ ।

ତେବେ ପୂର୍ବରୁ ଏହି ମାମଲାରେ ବିଡିଓଙ୍କ ସମେତ ୪ ଜଣଙ୍କୁ ଗିରଫ କରାଯାଇଛି ।

Comments are closed.