ଭୁବନେଶ୍ୱର: ଓଡିଶା ମହିଳା ଲିଗ୍ ଫୁଟବଲରେ ମଙ୍ଗଳବାର ଅନୁଷ୍ଠିତ ମୁକାବିଲାରେ ଇଷ୍ଟକୋଷ୍ଟ ରେଲୱେ ୩-୧ ଗୋଲରେ ଓପିଜି କ୍ଲବକୁ ପରାସ୍ତ କରିଛି । ବିଜୟୀ ଦଳ ପକ୍ଷରୁ ସରୋଜିନୀ ତିର୍କୀ (୨୩ତମ), ପ୍ରତିମା ମିଞ୍ଜ(୬୩ତମ) ଓ ତାରା ଖାତୁନ (୯୦+୬ ତମ) ଗୋଟିଏ ଲେଖାଁଏ ଗୋଲ ସ୍କୋର କରିଥିଲେ । ଓପିଜି କ୍ଲବ ପକ୍ଷରୁ ସୋନିଆ ଇକ୍କା ୯୦ତମ ମିନିଟରେ ଏକମାତ୍ର ଗୋଲଟି ସ୍କୋର କରିଥିଲେ । ଚିତ୍ରମ୍ବଦା ପାତ୍ର, ସୁଲତାନ ପରୱିନ, ଚନ୍ଦ୍ରକାନ୍ତ ବାରିକ, ବିଚିତ୍ରା ପ୍ରଧାନ ଓ ଦୁର୍ଗା ମାଧବ ନାୟକ ମ୍ୟାଚ ପରିଚାଳନା କରିଥିଲେ । ପରବର୍ତୀ ମ୍ୟାଚ ସ୍ପୋର୍ଟ୍ସ ହଷ୍ଟେଲ ଓ ରାଇଜିଂ ଷ୍ଟୁଡେଂଟ କ୍ଲବ ମଧ୍ୟରେ କଳିଙ୍ଗ ଷ୍ଟାଡିୟମର ମୂଖ୍ୟ ଗ୍ରାଉଣ୍ଡରେ ଆୟୋଜିତ ହେବ ।
BREAKING NEWS
- ଉଦ୍ଧବଙ୍କୁ ‘ଦୈତ୍ୟ’ ସହ ତୁଳନା କଲେ କଙ୍ଗନା
- ଇସ୍ରାଏଲ ଉପରେ ୨୫୦ ରକେଟ୍ ମାଡ କଲା ହିଜବୁଲ୍ଲା
- ବରଗଡରେ ବଡ ଧରଣର ଡ଼କାୟତି ଉଦ୍ୟମ ଫେଲ୍
- ରଣକ୍ଷେତ୍ରର ନାଁ ଯାଜପୁର !
- ୩ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ
- କମ୍ପିବ ବିଧାନସଭା…ଉଠିବ ଏସବୁ ପ୍ରସଙ୍ଗ
- ଆଣ୍ଡାମାନ ସାଗରରେ ମାଛଧରା ଡଙ୍ଗାରୁ ୫ ଟନ୍ ଡ୍ରଗ୍ସ ଜବତ
- ମେସିନ୍ ଲେଖିବ ପାଠ, ତାହା ପୁଣି ଅବିକଳ ହାତଲେଖା
- ଅଟୋକୁ ଧକ୍କା ଦେଲା ବିଧାୟକଙ୍କ ଗାଡି଼, ୪ ଆହତ
- ଜନ୍ମରୁ ଦୃଷ୍ଟିହୀନ ବ୍ୟକ୍ତି କେଉଁ ରଙ୍ଗ ବାରି ପରେ, ଜାଣନ୍ତୁ ଏହା ପଛର ସତ୍ୟତା…
Comments are closed.