Latest Odisha News

BREAKING NEWS

ଓଡିଶାର ପ୍ରଥମ ପର୍ଯ୍ୟାୟ ଭୋଟ୍ ବିଜେପି ସପକ୍ଷରେ ଯିବ: ମୋଦୀ

ସମ୍ବଲପୁର : ଓଡିଶାର ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ବିଜେପି ପ୍ରତି ଜନସମର୍ଥନ ବଢୁଥିବାର ସଙ୍କେତ ମିଳିଥିବା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଦିନ ପ୍ରକାଶ କରିଛନ୍ତି ।

ସମ୍ବଲପୁରରେ ମୋଦି ଏକ ବିଜୟ ସମାବେଶକୁ ସମ୍ବୋଦ୍ଧିତ କରିବା ସହ “ରାଜ୍ୟରେ ବିକାଶର ପରିମାଣ କମ୍ ଓ ଅନେକ ଦୁର୍ନିତୀରେ ବିଜେଡିର ଭାଗୀଦାରୀ ରହିଥିବା ନେଇ ଶାସକ ଦଳ ଉପରେ ବର୍ଷିଛନ୍ତି” । ସେ ଆହୁରି ମଧ୍ୟ ଏଥର ଦିଲ୍ଲୀରେ ବିଜେପି ଓ ରାଜ୍ୟରେ ମଧ୍ୟ ବିଜେପି ସରକାର ଆସିବ ବୋଲି ଓଡିଶାବାସୀ ମନ ପରିବର୍ତ୍ତନ କରିଥିବା ନେଇ ମୋଦି କହିଛନ୍ତି ।

ଓଡିଶାରେ ପ୍ରଥମ ପର୍ଯ୍ୟାୟ ମତଦାନ ପରେ ସ୍ପଷ୍ଟ ସୂଚନା ମିଳୁଛି ଯେ ରାଜ୍ୟବାସୀ ବିଜେପିକୁ ଅଧିକ ଜନସମର୍ଥନ ସହ ଭୋଟ୍ ଦେଇଛନ୍ତି ।

Leave A Reply

Your email address will not be published.