ଢ଼େଙ୍କାନାଳ: ଆଗରେ ପଡିଛି ତାଲା । ପଛରେ ଅଛି ସଟର ଖୋଲା । ଗ୍ରୋସରୀ ଦୋକାନରୁ ବୋତଲ ବୋତଲ ମଦ ବୋହୁ ନେଉଛନ୍ତି ଗ୍ରାହକ । ଚାଲିଛି ବେଧଡକ ମଦ କାରବାର । ଏପରିଛି ଚିତ୍ର ଦେଖିବାକୁ ମିଳିଛି ଢ଼େଙ୍କାନାଳ ଜିଲ୍ଲାରେ ।
ଏଠି ଗ୍ରୋସରୀ ଦୋକାନ ପଛ ପଟେ ବେଧଡକ ମଦ କାରବାର ଚାଲିଛି । ରାଜ୍ୟ ସରକାର ଅନ୍ଲାଇନ୍ରେ ମଦ ବିକ୍ରି ପାଇଁ ଅନୁମତି ଦେଇଛନ୍ତି । ହେଲେ ଢ଼େଙ୍କାନାଳ ଜିଲ୍ଲାରେ ଏହି ନିୟମକୁ ଖୋଲାଖୋଲି ଉଲ୍ଲଂଘନ କରଯାଇଛି । ବସଷ୍ଟାଣ୍ଟ, କଂଟାନାଳୀ, ବାଇପାସ୍, ରାମେଶ୍ୱରପୁର ଆଦି ଅଚଂଳରେ ଥିବା ମଦ ଦୋକାନ ଆଗରେ ତାଲା ପଡିଛି, କିନ୍ତୁ ପଛପଟେ ବେପାର ଚାଲିଛି । ହେଲେ ଏଥିପ୍ରତି ପୋଲିସ କିମ୍ବା ଅବକାରୀ ବିଭାଗ କାହାର ବି ମଧ୍ୟ ନଜର ନାହିଁ ।
BREAKING NEWS
- ସରେଣ୍ଡର କଲେ ଦୁଇ ହାର୍ଡକୋର ମାଓବାଦୀ
- ଜୁନ ୨୬ରେ ଟିମ ଇଣ୍ଡିଆ ପକ୍ଷରୁ ପଦାର୍ପଣ ମ୍ୟାଚ ଖେଳି ପାରନ୍ତି ବୈଭବ
- ଦୀର୍ଘ ବର୍ଷ ପରେ ଚେନ୍ନାଇ ବିପକ୍ଷରେ ଖେଳିଲେ ଜାଡେଜା, ଲୋଗୋକୁ ଦେଖି ହେଲେ ଭାବପ୍ରବଣ
- ବଡ଼ ଘୋଷଣା-ବଡ଼ ପ୍ରଚାର, ଦାୟିତ୍ୱ ଶୂନ୍ୟ: ସରକାରଙ୍କୁ ରାହୁଲଙ୍କ ସମାଲୋଚନା
- ୧ ଏପ୍ରିଲରୁ ଟୋଲ୍ ପ୍ଲାଜାରେ ବଡ଼ ପରିବର୍ତ୍ତନ, ଜାଣନ୍ତୁ କ’ଣ କରିବାକୁ ପଡ଼ିବ?
- ଓଡିଶାକୁ ଆଉ ନାହିଁ ମାଓ ବିପଦ
- Congress’s ‘miracle’ dig at Amit Shah: ଅମିତ ଶାହଙ୍କ ଭାଷଣ ନେଇ କଟାକ୍ଷ କଲା କଂଗ୍ରେସ, କହିଲା, ‘୯୦ ମିନିଟର ଚିତ୍କାର…ଚମତ୍କାର…’
- ଯାଜପୁର ପୋଲିସ୍ ଦ୍ୱାରା “ଇ-ମିତ୍ର” ଚାଟ୍ବୋଟ୍ର ଶୁଭାରମ୍ଭ
- ସେପ୍ଟିକ ଟାଙ୍କିରେ ଶ୍ବାସରୁଦ୍ଧ ହୋଇ ୨ ଶ୍ରମିକ ମୃତ
- ଆସାମ ନିର୍ବାଚନ ପାଇଁ ବିଜେପିର ମାଷ୍ଟର ପ୍ଲାନ୍
Comments are closed.