Latest Odisha News

BREAKING NEWS

Browsing Tag

Dhenkanal

ଖରାଦିନେ ଜଳ ସଙ୍କଟ; ପିଇବା ପାଣି ପାଇଁ ରାସ୍ତାକୁ ଓହ୍ଲାଇଲେ ଲୋକେ

ଢେଙ୍କାନାଳ : ଦିନକୁ ଦିନ ବଢ଼ିବାରେ ଲାଗିଛି ତାତି । ପାଣି ପାଇଁ ଡହଳ ବିକଳ ଲୋକେ । ଢେଙ୍କାନାଳ ଜିଲ୍ଲା ମହାବିରୋଡ଼ ଥାନା ଅନ୍ତର୍ଗତ ଗଡ଼ପଳାଶୁଣି-ତେଲକୋଇ ପୂର୍ତ୍ତ ବିଭାଗ ରାସ୍ତାର ବଡ଼ସାହି ନିକଟରେ ପାନୀୟ ସମସ୍ୟାକୁ ନେଇ ଆଜି ରାସ୍ତାରୋକ କରିଛନ୍ତି ଶତାଧିକ ମହିଳା ଓ ପୁରୁଷ ।…

ସ୍ତ୍ରୀକୁ ଜିଅନ୍ତା ଜାଳିଦେଲା ପିଶାଚ ସ୍ୱାମୀ

ଢେଙ୍କାନାଳ : ରକ୍ଷକ ସାଜିଲା ଭକ୍ଷକ । ସାତ ଜନ୍ମର ସାଥି ହେବା ପାଇଁ କଥା ଦେଇଥିବା ବେଳେ ଗୋଟିଏ ଜନ୍ମରେ ତୁଟିଗଲା ସବୁକିଛି  । ପିଶାଚ ସ୍ୱାମୀ ନିଜ ସ୍ତ୍ରୀର ନେଇଗଲା ଜୀବନ । ରାଗର ବଶବର୍ତ୍ତୀ ହୋଇ କିରାସିନି ଢାଳି ସ୍ତ୍ରୀକୁ ଜିଅନ୍ତା ଜାଳିଦେଲା ସ୍ୱାମୀ । ଏଭଳି ଅଭାବନୀୟ ଘଟଣା…

ରାଜଧାନୀରେ ଅନୁଷ୍ଠିତ ହେଲା ଢେଙ୍କାନାଳ ଉତ୍ସବ

ଭୁବନେଶ୍ୱର : ଢେଙ୍କାନାଳ ସାଂସ୍କୃତିକ ପରିଷଦ, ଭୁବନେଶ୍ୱର ଆନୁକୂଲ୍ୟରେ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସହଯୋଗରେ ସ୍ଥାନୀୟ ରବୀନ୍ଦ୍ର ମଣ୍ଡପରେ ଢେଙ୍କାନାଳ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଜିଲ୍ଲାର ସାଂସ୍କୃତିକ ଐତିହ୍ୟକୁ ଜିଲ୍ଲା  ତଥା ରାଜ୍ୟରେ…

ଥମୁନି ହାତୀ ଉପଦ୍ରବ, ହାତୀ ଆକ୍ରମଣରେ ଚାଲିଗଲା ବୃଦ୍ଧଙ୍କ ଜୀବନ

ଢେଙ୍କାନାଳ : ଦିନକୁ ଦିନ ବଢ଼ିଚାଲିଛି ହାତୀ ଉପଦ୍ରବ । ଢେଙ୍କାନାଳ ହିନ୍ଦୋଳ ରେଞ୍ଜ ଜରଡ଼ା ପଞ୍ଚାୟତ ବାଲିକିଆରି ଗାଁରେ ମାତିଛନ୍ତି ହାତୀ । ପୁଣି ହାତୀ ଆକ୍ରମଣରେ ଜଣେ ବୃଦ୍ଧ ମୃତ । ମୃତକ ଜଣକ ହେଲେ ବାଲିକିଆରୀ ଗାଁର ଲକ୍ଷ୍ମୀଧର ସାହୁ । ଲକ୍ଷ୍ମୀଧର ଗାଁ ନିକଟ ପୋଖରୀକୁ ଶୌଚ ହେବାକୁ…

ଧାନ ଜଗିଥିବାବେଳେ ଯୁବକଙ୍କୁ ଦଳିଦେଲା ହାତୀ

ଢେଙ୍କାନାଳ : ମାତିଛନ୍ତି ହାତୀ । ଦିନକୁ ଦିନ ବଢ଼ିବାରେ ଲାଗିଛି ହାତୀ ଉପଦ୍ରବ । ପୁଣି ହାତୀ ଆକ୍ରମଣରେ ଚାଲିଗଲା ଜଣକ ଜୀବନ । ସଦର ରେଞ୍ଜ ଅନ୍ତର୍ଗତ କୁରୁମ ଟାଙ୍ଗର ଗାଁରେ ହାତୀ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟ ହୋଇଛି । ମୃତକଙ୍କ ନାଁ ଶ୍ରୀକାନ୍ତ ପରିଡ଼ା। ଗତକାଲି ସେ ଗାଁ ନିକଟ ଜମିରେ…

‘ନବୀନ ଡାକିଲେ, ମୁଁ ଆସିଲି’, ଶଙ୍ଖ ଭବନର ଉଦଘାଟନରେ ଯୋଗ ଦେଇ ତଥାଗତ କହିଲେ ସେ ନିର୍ଦ୍ଦଳୀୟ

ଭୁବନେଶ୍ୱର: ଢେଙ୍କାନାଳରୁ ପୁଣି ବିଜେଡି ଟିକେଟରେ ଲଢ଼ିବେ କି ତଥାଗତ ଶତପଥୀ ? ଆଜି ବିଜୁ ଜନତା ଦଳର ନୂତନ କାର୍ଯ୍ୟାଳୟ ଶଙ୍ଖ ଭବନର ଉଦଘାଟନୀ ଉତ୍ସବରେ ତଥାଗତଙ୍କ ଉପସ୍ଥିତି ଏହି ଚର୍ଚ୍ଚାକୁ ଖୋରାକ୍ ଯୋଗାଇ ଥିଲା । ୨୦୧୯ ସାଧାରଣ ନିର୍ବାଚନ ଆଗରୁ ତଥାଗତ ନିର୍ବାଚନ ରାଜନୀତିରୁ ଦୂରେଇ…

ପୂର୍ବତନ ସମିତି ସଭ୍ୟଙ୍କ ଘର ଉପରକୁ ଦୁର୍ବୃତ୍ତଙ୍କ ବୋମାମାଡ଼

କାମାକ୍ଷାନଗର: ଅଧରାତିରେ ବୋମାମାଡ଼ । ଢେଙ୍କାନାଳ ଜିଲ୍ଲା କୋଟଗରା ପଞ୍ଚାୟତର ପୂର୍ବତନ ସମିତି ସଭ୍ୟଙ୍କ ଘର ଉପରକୁ ଶନିବାର ବିଳମ୍ବିତ ରାତିରେ ଦୁର୍ବୃତ୍ତ ବୋମାମାଡ଼ କରିଛନ୍ତି । ଏନେଇ ପୋଲିସରେ ଏତଲା ଦେଇଛନ୍ତି ପୂର୍ବତନ ସମିତି ସଭ୍ୟ ଅଶ୍ୱିନୀ ପରିଡ଼ା । ଅଭିଯୋଗ ଅନୁସାରେ, ଶନିବାର…

ଢେଙ୍କାନାଳରେ ସେକ୍ସ ରାକେଟ ଠାବ ! ୨ ଯୁବତୀ ଉଦ୍ଧାର ଓ ଜଣେ ଗିରଫ

ଢେଙ୍କାନାଳ ସହରର କାଲଟାକ୍ସ ନିକଟରେ ଏକ ସେକ୍ସ ରାକେଟ୍‌ ଠାବ କରିଛି ପୋଲିସ। କାଲଟାକ୍ସ ନିକଟରେ ଥିବା ଏକ ଘରେ ଦେହ ବେପାର ଚାଲିଥିବା ଖବର ପାଇ ଢେଙ୍କାନାଳ ଟାଉନ ଥାନା ପୋଲିସ ଶନିବାର ରାତି ପ୍ରାୟ ୧୦ଟା ବେଳେ ଚଢ଼ାଉ କରିଥିଲା। ଚଢାଇ ସମୟରେ ୨ ଜଣ ଯୁବତୀଙ୍କୁ ଉଦ୍ଧାର କରାଯାଇଥିବା ବେଳେ…

ଢେଙ୍କାନାଳରେ ରୁଙ୍ଗଟାର ନୂଆ ଟିଏମଟି ଷ୍ଟିଲ୍ ବାର୍ ପ୍ଲାଣ୍ଟ

ଭୁବନେଶ୍ୱର: ଢେଙ୍କାନାଳ ସ୍ଥିତ ପ୍ଲାଣ୍ଟର ସମ୍ପ୍ରସାରଣ କରିଛି ରୁଙ୍ଗଟା ମାଇନ୍ସ । ଏଥିରେ ଷ୍ଟିଲ୍ ଟିଏମଟି ବାର ପ୍ଲାଣ୍ଟ ଯୋଡ଼ି ହୋଇଛି । ପ୍ଲାଣ୍ଟର ସମ୍ପ୍ରସାରଣ ଦ୍ୱାରା ଛତିଶଗଡ଼, ଓଡ଼ିଶା, ଆନ୍ଧ୍ର ପ୍ରଦେଶ, ତେଲଙ୍ଗାନା, ଗୁଜରାଟ ଓ ମଧ୍ୟପ୍ରଦେଶକୁ ଉନ୍ନତମାନର ଷ୍ଟିଲ୍ ଟିଏମଟି ବାର…

ପ୍ରକୃତ ଲକ୍ଷ୍ୟରୁ ବାଟବଣା ହେଉଛି କି ମୋ ସରକାର ? ଆସିଲା ଅଭିଯୋଗ, ଜବାବ ରଖିଲେ ଜିଲ୍ଲାପାଳ

ଢେଙ୍କାନାଳ : ଜନସାଧାରଣ ହେଉଛନ୍ତି ଗଣତନ୍ତ୍ରର ଆତ୍ମା। ଗଣତନ୍ତ୍ରରେ ପ୍ରତିଟି ଅନୁଷ୍ଠାନ ଲୋକଙ୍କ କଲ୍ୟାଣ ପାଇଁ, ଲୋକଙ୍କ ପଇସାରେ ଲୋକଙ୍କ ସେବା ଏବଂ ସଶକ୍ତୀକରଣ ପାଇଁ ସୃଷ୍ଟି କରାଯାଇଛି। ପ୍ରଶାସନ ଓ ସରକାରୀ କାର୍ଯ୍ୟାଳୟ ଲୋକଙ୍କ ସେବା ପାଇଁ ଅଛି। ଲୋକମାନେ ହିଁ ଏହାର ପ୍ରକୃତ ମାଲିକ।…