Latest Odisha News

BREAKING NEWS

ଆଜିଠୁ ଆରମ୍ଭ ଓଜେଇଇ କାଉନସେଲିଂ

ଭୁବନେଶ୍ୱର: BTech, BArch, BPlan, BCAT ଏବଂ ଇଣ୍ଟିଗ୍ରେଟେଡ୍ MSc ପାଠ୍ୟକ୍ରମ ପାଇଁ ଓଡିଶା ମିଳିତ ପ୍ରବେଶିକା ପରୀକ୍ଷା (OJEE) ୨୦୨୧ ପ୍ରକ୍ରିୟା ଆଜିଠୁ ଆରମ୍ଭ ହେବ। ଆଜି ଅପରାହ୍ନ ୫ଠାରୁ ଏହି ପ୍ରକ୍ରିୟା ଆରମ୍ଭ ହେବ।

ବିସ୍ତୃତ କାର୍ଯ୍ୟସୂଚୀ, ସିଟ୍ ମ୍ୟାଟ୍ରିକ୍ସ ଏବଂ କାଉନସେଲିଂ ବ୍ରୋଚର ପାଇଁ ପ୍ରାର୍ଥୀମାନେ OJEE ୱେବସାଇଟ୍ – www.ojee.nic.in/ www.odishajee.com ପରିଦର୍ଶନ କରିପାରିବେ।

Leave A Reply

Your email address will not be published.