Latest Odisha News

BREAKING NEWS

ହୃଦଘାତରେ ପ୍ରାଣ ହରାଇଲେ ଓଡ଼ିଆ ସିନେ-ସମ୍ପାଦକ ଦେବେନ ମିଶ୍ର

ଭୁବନେଶ୍ୱର: ଆରପାରିରେ ଓଡ଼ିଆ ଚଳଚ୍ଚିତ୍ର ଜଗତର ଜଣାଶୁଣା ସମ୍ପାଦକ ଦେବେନ ମିଶ୍ର।

ଶନିବାର ବିଳମ୍ବିତ ରାତିରେ ତାଙ୍କର ହୃଦଘାତ ହେବାରୁ ତାଙ୍କୁ ଭୁବନେଶ୍ୱର ସ୍ଥିତି ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଯେଉଁଠାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।

ସ୍ବର୍ଗତ ଦେବେନ ମିଶ୍ର ୫୦ ରୁ ଅଧିକ ଓଡ଼ିଆ ସିନେମାରେ ସମ୍ପାଦନା କରିଥିବା ବେଳେ ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ରଙ୍କ ସହ ଘନିଷ୍ଠ ଭାବେ ମଧ୍ୟ ଜଡିତ ଥିଲେ ।

Leave A Reply

Your email address will not be published.