ବୌଦ୍ଧ: ବୌଦ୍ଧ ଜିଲ୍ଲା ହାଟଗାଁ ପୋଲ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏକ ଧାନ ବୋଝେଇ ପିକଅପ୍ ଭ୍ୟାନ୍ ୩୦ ଫୁଟ ତଳକୁ ଖସିପଡିଛି । ଫଳରେ ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଜଣେ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକତ୍ସାଳୟରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣା ଘଟିବା ପରେ ଘଟଣାସ୍ଥଳରୁ ଡ୍ରାଇଭର ଜଣକ ଫେରାର ହୋଇଯାଇଛି ।
BREAKING NEWS
- ଗଞ୍ଜେଇ କାରବାର କରୁଥିଲେ ୩ ଆଇଆରବି ଯବାନ ;ଚାକିରିରୁ ବହିଷ୍କୃତ
- ଗୁଜରାଟ ଟାଇଟାନ୍ସକୁ ୬ ୱିକେଟରେ ହରାଇଲା ଲକ୍ଷ୍ନୌ, ପୂରନଙ୍କ ବିସ୍ଫୋରକ ଅର୍ଦ୍ଧଶତକ
- ୧ରୁ ୧୧ତମ ସ୍ଥାନରେ ବ୍ୟାଟିଂ କରିଛନ୍ତି ଭାରତର ଏହି ଅଲରାଉଣ୍ଡର
- କୁଳପତିଙ୍କ ଠାରୁ ୧୪ ଲକ୍ଷ ଠକେଇ; ଗୁଜୁରାଟରୁ ବନ୍ଧା ହେଲେ ଠକ
- ନିର୍ମମ ହତ୍ୟା! ବାଇକ୍ ଆରୋହୀଙ୍କୁ ବିଚ୍ ରାସ୍ତାରେ ହାଣିଲେ ଦୁର୍ବୃତ୍ତ
- ଓ୍ବାକଫ୍ ଉପରେ କାହିଁକି କିଛି କହିନଥିଲେ ରାହୁଲ?, ପ୍ରଶ୍ନ କଲେ ମାୟାବତୀ
- ଦିନକରେ ୨ ଥର ଥରିଲା ପାକିସ୍ତାନ; ଭାରତର ଏହି ସ୍ଥାନରେ ଭୂମିକମ୍ପ ଝଟକା ଅନୁଭୂତ
- ବିଶ୍ୱର ସର୍ବୋଚ୍ଚ ବ୍ରିଜ୍ ତିଆରି କରିଛି ଏହି ଦେଶ….୧ ମିନିଟରେ ସରିବ ଘଣ୍ଟାଏ ଯାତ୍ରା
- ଯଦି ବିଜେଡିରେ ବିଭାଜନ ହୁଏ… କାହାର ହେବ ଲାଭ?
- ସାବଧାନ୍! ଉଡିଯିବେ ୫୦କେଜିରୁ କମ୍ ଓଜନର ଲୋକ
Comments are closed.