ମାଲକାନଗିରି: ଯବାନଙ୍କ ଆତ୍ମହତ୍ୟା । ମାଲକାନଗିରି ଜିଲ୍ଲା ପୋଟେରୁ ପୋଲିସ କ୍ୟାମ୍ପରେ ଜଣେ ଯବାନଙ୍କ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ମୃତ ଯବାନ ଜଣକ ହେଲେ ଓଏସଏପି ଚତୁର୍ଥ ଏସଏସ ବାଟାଲିଆନର ଯବାନ ଦୁର୍ଯ୍ୟୋଧନ ମାଝୀ । ନିଜ ସର୍ଭିସ ରାଇଫଲରୁ ଗୁଳି ଫୁଟାଇ ଆତ୍ମହତ୍ୟା କରିଛନ୍ତି ।
ଆତ୍ମହତ୍ୟାର କାରଣ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ । ମାଲକାନଗିରି ଏସପି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।
Comments are closed.