ମାଲକାନଗିରି: ମାଲକାନଗିରି ପୋଲିସ ନିକଟରେ ଆତ୍ମସମର୍ପଣ କଲେ ୭ ମାଓବାଦୀ । ମାସ୍କ ପିନ୍ଧି ଜଣେ କ୍ୟାଡର ମାଓବାଦୀଙ୍କ ସମତେ ୬ ଜଣ ମିଲିସିଆ ଆତ୍ମସମର୍ପଣ କରିଛନ୍ତି । ମାଲକାନଗିରି ସ୍ୱାଭିମାନ ଅଞ୍ଚଳରେ ଗତ ୩ ବର୍ଷ ଧରି ସକ୍ରିୟ ଥିବା ସାମ୍ବା ଖରା ଓରଫ ରଣଦେବ ମାଲକାନଗିରି ଏସ.ପି ଓ ବି.ଏସ.ଏଫ ଆଡିସନାଲ ଡିଆଜିଙ୍କ ନିକଟରେ ଆତ୍ମସମର୍ପଣ କରିଛି ।
ରଣଦେବ ଓଡିଶା ସ୍ପେଶାଲ ଜୋନାଲର ସଦସ୍ୟ ଥିବା ବେଳେ ତା’ ନାଁରେ ଚିତ୍ରୋକୋଣ୍ଡା ଥାନାରେ ବହୁ ମାମଲା ରହିଛି । ଏମାନେ ସମସ୍ତେ ଚିତ୍ରକୋଣ୍ଡା ବିଚ୍ଛିନ୍ନାଂଚଳର ଅନେକ ହିଂସାକାଣ୍ଡରେ ଜଡିତ ଥିବା ମାଲକାନଗିରି ଏସ୍ପି କହିଛନ୍ତି ।
BREAKING NEWS
- ଅଲିମ୍ପିକ୍ସ ୨୦୨୮ରେ ଯୋଗ୍ୟତା ହାସଲ ନେଇ ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ ମଧ୍ୟରେ ହେବ ପ୍ରତିଦ୍ୱନ୍ଦ୍ୱିତା
- ଟି୨୦ ବିଶ୍ୱକପ ୨୦୨୬: ନିରାଶ କରାଉଛି ଭାରତର ଫିଲ୍ଡିଂ
- ଟି୨୦ ବିଶ୍ୱକପ ୨୦୨୮: ୧୨ ଟିମ ହାସଲ କଲେ ଯୋଗ୍ୟତା
- ଯେକୌଣସି ମୁହୂର୍ତ୍ତରେ ଯୁଦ୍ଧ; ଇରାନ ଉପରେ ଆକ୍ରମଣ ପାଇଁ ଆମେରିକାର ପ୍ରସ୍ତୁତି
- France’s Macron At AI Impact Summit: ନମସ୍ତେ ଇଣ୍ଡିଆରୁ ଭାଷଣ ଆରମ୍ଭ କଲେ ମାକ୍ରନ, କହିଲେ, ‘ଯାହା ଭାରତ କରିଛି, ତାହା ଅନ୍ୟ କୌଣସି ଦେଶ କରିପାରିବ ନାହିଁ…’
- India AI Summit 2026: MANAV ଦୃଷ୍ଟିକୋଣ ଉପସ୍ଥାପନ କଲେ ପ୍ରଧାନମନ୍ତ୍ରୀ ମୋଦୀ, ଘୋଷଣା କଲେ ୩ କମ୍ପାନୀର ଭାରତରେ ଏଆଇ ମଡେଲ ଲଞ୍ଚ…
- Weather Update: ଆସନ୍ତା ୫ଦିନ ମଧ୍ୟରେ ୩ଡିଗ୍ରୀ ବଢ଼ିବ ତାପମାତ୍ରା, ଆହୁରି କମିବ ଶୀତ
- AI ସମ୍ମିଳନୀରେ ଯୋଗ ଦେବେ କି, ଦେବେ ନାହିଁ ବିଲ୍ ଗେଟ୍ସ? ଏପଷ୍ଟିନ୍ ଫାଇଲ୍ ବିବାଦ ମଧ୍ୟରେ ଫାଉଣ୍ଡେସନ୍ କହିଲା…
- ବାଂଲାଦେଶର ପ୍ରଧାନମନ୍ତ୍ରୀ ହେବା ପରେ କଠୋର ହେଲେ ତାରିକ ରହମାନ, ହିନ୍ଦୁମାନଙ୍କ ବିଷୟରେ କହିଦେଲେ ଏମିତି କଥା..
- ଖୁବଶୀଘ୍ର ନକ୍ସଲମୁକ୍ତ ହେବ ଭାରତ: ପାଖେଇ ଆସୁଛି ଡେଡଲାଇନ, ଟାର୍ଗେଟରେ ୩୦୦ ମାଓବାଦୀ
Comments are closed.