ଭୁବନେଶ୍ୱର: ରାଉରକେଲାରେ ପୁଣି ଜଣେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୭୪କୁ ବୃଦ୍ଧି ପାଇଛି ।
ଏହି ଆକ୍ରାନ୍ତ ଜଣକ କୋଲକାତା ଫେରନ୍ତା ଏବଂ ତାଙ୍କୁ ୪୯ ବର୍ଷ । ସେ କୋଲକାତାରୁ ଫେରିବା ପରେ କ୍ୱାରେଣ୍ଟାଇନରେ ରହିଥିବା ନେଇ ଆଜି ସନ୍ଧ୍ୟାରେ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ୍ ମାଧ୍ୟମରେ ସୂଚନା ପ୍ରଦାନ କରାଯାଇଛି ।
3rd Health Update, 5th May
One Positive Case in Rourkela
49 yr Male
(Kolkata returnee. In quarantine)Contact tracing and follow-up action is being done.
Total Positive Case: 174
— I & PR Department, Odisha (@IPR_Odisha) May 5, 2020
Comments are closed.