Latest Odisha News

BREAKING NEWS

Browsing Tag

Rourkela

ଏନ୍ଆଇଟି ରାଉରକେଲାର ନିଖୋଜ କର୍ମଚାରୀଙ୍କ ମୃତଦେହ ଝରଣା ନିକଟରୁ ଠାବ

ରାଉରକେଲା: ନିଖୋଜର ୨ ଦିନ ପରେ ଏନଆଇଟି ରାଉରକେଲାର କର୍ମଚାରୀଙ୍କ ମୃତଦେହ ମିଳିଛି । ସୁନ୍ଦରଗଡ଼ ଜିଲ୍ଲା ଗୁରୁଣ୍ଡିଆ ଅଞ୍ଚଳର ଝରଣା ନିକଟରୁ ମୃତଦେହ ମଙ୍ଗଳବାର ମୃତଦେହ ଉଦ୍ଧାର କରାଯାଇଛି । ଝରଣାରେ ଖସି ପଡ଼ିବା ପରେ ୨ ଦିନ ହେଲା ନିଖୋଜ ଥିଲେ କର୍ମଚାରୀ ଜଣଙ୍କ । ଓଡ୍ରାଫ୍, ଅଗ୍ନିଶମ…

ଚେୟାର ପାଇଁ କଂଗ୍ରେସ ନେତାଙ୍କ କଳି, ପ୍ରେସମିଟରେ ତଳେ ହେଲେ ଗଡ଼ାଗଡ଼ି

ରାଉରକେଲା: ଚେୟାରରେ ବସିବାକୁ ନେଇ ହାତାହାତି ହେଲେ କଂଗ୍ରସ ନେତା । ପ୍ରେସମିଟରେ କିଏ ବସିବ ଆଗ ଧାଡ଼ିରେ ? ଯାହାକୁ ନେଇ ରାଉରକେଲାରେ ଦୁଇ ପୁରୁଖା କଂଗ୍ରେସ ନେତା ହାତାହାତି ହୋଇଛନ୍ତି । ରାଉରକେଲା କଂଗ୍ରେସ ପକ୍ଷରୁ କୌଣସି ପ୍ରସଙ୍ଗକୁ ନେଇ ଆଜି ସାମ୍ବାଦିକ ସମ୍ମିଳନୀ ଡକା ଯାଇଥିଲା ।…

ଏରସମା ବିଡିଓଙ୍କୁ ୩ ବର୍ଷ ଜେଲ୍, ରାଉରକେଲା ତହସିଲଦାର ଥିବାବେଳେ ନେଇଥିଲେ ଲାଞ୍ଚ

କଟକ: ଜଗତସିଂହପୁର ଜିଲ୍ଲା ଏରସମା ବିଡିଓ କୈଳାସ ଚନ୍ଦ୍ର ବେହେରାଙ୍କୁ ଜେଲ୍ ଦଣ୍ଡାଦେଶ ହୋଇଛି । ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତ ଅନୁଗୁଳ କୈଳାସଙ୍କୁ ୩ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଦେବା ସହ ୫ ହଜାର ଟଙ୍କା ଜପିମାନା କରିଛନ୍ତି । ଜରିମାନା ଅନାଦେୟ ହେଲେ ଅଧିକ ୨ ମାସ ଜେଲ୍ ଦଣ୍ଡ ଭୋଗିବାକୁ…

ପୋଲିସ ପରିଚୟ ଦେଇ ଲୁଟ୍ କରୁଥିଲେ ମୋବାଇଲ୍, ୩୩ଟି ଫୋନ୍ ଜବତ

ରାଉରକେଲା: ପୋଲିସ ପରିଚୟ ଦେଇ ଚୋରି । ଧମକ ଦେଇ ଡରାଇ ନେଇ ଯାଉଥିଲେ ମୋବାଇଲ୍ । ରାଉରକେଲା ପୋଲିସ ହାତରେ ଧରା ପଡ଼ିଥିବା କଳା ମୁଖା ପିନ୍ଧିଥିବା ବାବୁ ଜଣଙ୍କ ହେଉଛନ୍ତି ନକଲି ପୋଲିସ । ଏବେ ପୋଲିସ ତାଙ୍କ ହାତରେ ହାତକଡ଼ି ପକାଇବା ସହ ୩୩ଟି ଫୋନ୍ ଜବତ କରିଛି । ରାଉରକେଲାର ବିଭିନ୍ନ…

ପ୍ରଥମ ଓଡ଼ିଆ ଭାବେ BAIର ଉପସଭାପତି ହେଲେ ଅନିନ୍ଦିତା ପୂଜାରୀ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଓକିଲ ଅନିନ୍ଦିତା ପୂଜାରୀ ପ୍ରଥମ ଓଡ଼ିଆ ଭାବେ ଦ ବାର୍ ଆସୋସିଏସନ୍ ଅଫ୍ ଇଣ୍ଡିଆ (ବିଏଆଇ)ର ଉପସଭାପତି ଭାବେ ନିର୍ବାଚିତ ହୋଇଛନ୍ତି । ବିଏଆଇର ଉପସଭାପତି ପଦରେ ଅନିନ୍ଦିତା ୨ ବର୍ଷ ରହିବେ । ଏହା ପୂର୍ବରୁ ଅନିନ୍ଦିତା ଦୁଇଥର ବିଏଆଇର ସାଧାରଣ ସମ୍ପାଦିକା ଭାବେ…

ବିବାହ ଭୋଜିରେ ସୁନାଗହଣା ଚୋରି କରୁଥିଲେ ୱେଟର, ବାନ୍ଧିଲା ପୋଲିସ

ରାଉରକେଲା: ୱେଟର ବେଶରେ ଲୁଟେରା । ବିବାହ ଭୋଜିରେ ୱେଟର ଭାବେ କାମ କରୁଥିଲେ, ହେଲେ ମନ ରହୁଥିଲା ଚୋରିରେ । ଏଭଳି ଏକ ଗ୍ୟାଙ୍ଗର ୩ ଜଣ ଚୋରଙ୍କୁ ଗିରଫ କରିଛି ରଘୁନାଥପାଲ୍ଲୀ ଥାନା ପୋଲିସ । ସେମାନଙ୍କ ଠାରୁ ୪ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ସୁନାଗହଣା ସହ ମୋବାଇଲ୍, ସ୍ମାର୍ଟ ୱାଚ୍ ଜବତ…

ବଦଳୁଛି କି ଦିଲୀପ ରାୟଙ୍କ ମୁଡ୍ ?

ଭୁବନେଶ୍ୱର: ହକି ବିଶ୍ୱକପ୍ ଆରମ୍ଭ ସହ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ପୂର୍ବତନ ରାଉରକେଲା ବିଧାୟକଙ୍କୁ ନେଇ ପୁଣି ଚର୍ଚ୍ଚା ଜୋର୍ ଧରିଛି । ନିକଟରେ ଦିଲୀପଙ୍କ ଜନ୍ମଦିନରେ ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଓ ପୂର୍ବତନ ମୋରଡ଼ା ବିଧାୟକ ପ୍ରବୀଣ ଭଞ୍ଜଦେଓ ଏକାଠି ହୋଇଥିଲେ ।…

ହକି ପୂର୍ବରୁ ଅଘଟଣ, ବିର୍ସା ମୁଣ୍ଡା ଷ୍ଟାଡିୟମରେ କରେଣ୍ଟ ଲାଗି ଶ୍ରମିକ ମୃତ

ରାଉରକେଲା: ଆଉ ୨ ଦିନ ପରେ ଆରମ୍ଭ ହେବ ବିଶ୍ୱକପ୍ ହକି । ଏଥିପାଇଁ ରାଉରକେଲାର ବିର୍ସା ମୁଣ୍ଡା ଷ୍ଟାଡିୟମ୍ ପ୍ରସ୍ତୁତ ରହିଛି । ୫ ଦିନ ତଳେ ଜାନୁଆରୀ ୫ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଉରକେଲା ଗସ୍ତରେ ଆସି ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମର ଉଦଘାଟନ କରିଥିଲେ ।…

ବସ୍ତି ଉଚ୍ଛେଦକୁ ନେଇ ରାଉରକେଲାରେ ଉତ୍ତେଜନା, ମହିଳାଙ୍କ ଆତ୍ମହୁତି ଉଦ୍ୟମ

ରାଉରକେଲା: ପ୍ରଥମେ ଥଇଥାନ କର ପରେ ଉଚ୍ଛେଦ କରିବ । ରାଉରକେଲାରେ ବସ୍ତି ଉଚ୍ଛେଦ ବେଳେ ଉତ୍ତେଜନା ପ୍ରକାଶ ପାଇଛି । ବସ୍ତି ଉଚ୍ଛେଦକୁ ବିରୋଧ କରି ପିଲାଠୁ ବୁଢ଼ା ଏକାଠି ହୋଇଛନ୍ତି । ପ୍ରବଳ ବିରୋଧ ଉତ୍ତେଜନା ଭିତରେ ପ୍ରଶାସନ ରାଉରକେଲାର ଗଣେଣ ବସ୍ତିରେ ବୁଲଡୋଜର ବୁଲାଇଛି ପ୍ରଶାସନ ।…

ପୂରଣ ହେବ କି ଭାରତର ୪୮ ବର୍ଷର ସ୍ୱପ୍ନ ?

ଭୁବନେଶ୍ୱର: ଆଉ ମାତ୍ର ୩ ଦିନ । ଆରମ୍ଭ ହେବ ହକି ବିଶ୍ୱକପ୍ । ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ୍ ସହ ରାଉରକେଲାର ବିର୍ସାମୁଣ୍ଡା ହକି ଷ୍ଟାଡିୟମରେ ଖେଳାଯିବ ସମସ୍ତ ମ୍ୟାଚ । ୨୦୧୮ ହକି ବିଶ୍ୱକପ୍ ପରେ ଓଡ଼ିଶାରେ ଲଗାତାର ଦ୍ୱିତୀୟ ଥର ପାଇଁ ହକି ବିଶ୍ୱକପ୍ ଖେଳ ହେବାକୁ ଯାଉଛି । ବିଶ୍ୱର…