ଯାଜପୁର : ହୋଲି ଖେଳ ସାରି ଗାଧୋଇବା ହେଲା କାଳ ।ଯାଜପୁର ଟାଉନ ଥାନା ବଡ ସୁଆର ଅଞ୍ଚଳରେ ଅଭାବନୀୟ ଘଟଣା । ଖରସ୍ରୋତା ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ନଦୀରେ ବୁଡିଯାଇ ୬ ଜଣ ଯୁବକ ନିଖୋଜ ହୋଇଯାଇଛନ୍ତି । ଜଣଙ୍କର ମୃତ୍ୟୁ ହୋଇଯାଇଥିବା ସୂଚନା ମିଳିଛି ।ଜଣଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତି କରାଯାଇଛି ।ଅନ୍ୟ ୫ ଜଣ ନିଖୋଜ ଅଛନ୍ତି । ସେମାନଙ୍କୁ ଖୋଜା ଚାଲିଛି ।
BREAKING NEWS
- ପୁଣି ଲଜ୍ଜା! ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଶିକ୍ଷକ ଦୁଷ୍କର୍ମ ଅଭିଯୋଗ
- Holi 2026: ଭାରତର ଅନନ୍ୟ ସ୍ଥାନ, ଯେଉଁଠି କେବେବି ପାଳନ ହୋଇନି ହୋଲି…
- Middle East Conflict: ଇରାନ ଆକ୍ରମଣରେ ବେହାଲ ଆମେରିକା, କର୍ତ୍ତୃପକ୍ଷଙ୍କୁ ତୁରନ୍ତ ଜାଗା ଛାଡ଼ିବାକୁ ନିର୍ଦ୍ଦେଶ, ଉପସାଗରୀୟ ରାଷ୍ଟ୍ରରେ ଅନେକ ମୃତ
- ରାଜଧାନୀରେ ବର୍ବରକାଣ୍ଡ: ବିଚ୍ ରାସ୍ତାରେ ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ
- ମଧ୍ୟପ୍ରାଚ୍ୟ ଉତ୍ତେଜନା ମଧ୍ୟରେ ଭାରତକୁ ସାହାଯ୍ୟର ହାତ ବଢାଇଛି ଋଷ, ସାରା ବିଶ୍ୱରେ ଚହଳ
- Holi: ହୋଲି ପାଇଁ କଡା ସୁରକ୍ଷା ବଳୟରେ ଭୁବନେଶ୍ୱର
- ପଞ୍ଚମ ଦିନରେ ମଧ୍ୟପ୍ରାଚ୍ୟ ମହାଯୁଦ୍ଧ: ଯୁଦ୍ଧ ବଢାଇବାକୁ ଚେତାବନୀ ଦେଲେ ଟ୍ରମ୍ପ
- ଖାମେନିଙ୍କ ପୁଅ ମୋଜତାବା ହେଲେ ଇରାନର ପରବର୍ତ୍ତୀ ସର୍ବୋଚ୍ଚ ନେତା
- ବଡ଼ଧରଣର ଡ଼କାୟତି ଘଟଣାରେ ପର୍ଦ୍ଦାଫାସ; ୭ ଡକାୟତ ଗିରଫ, ନଗଦ ଟଙ୍କା ସହ ସୁନା ଅଳଙ୍କାର ଜବତ
- ହୋଲିରେ ମିଳିବ ନି ମଦ, ଅମାନିଆଙ୍କୁ ସାବାଡ କରିବାକୁ ପ୍ରସ୍ତୁତ କମିଶନରେଟ ପୋଲିସ
Comments are closed.