Latest Odisha News

BREAKING NEWS

ହୋଲି ଖେଳ ସାରି ଗାଧୋଇବା ହେଲେ କାଳ : ଖରସ୍ରୋତା ନଦୀରେ ବୁଡି ଜଣେ ମୃତ , ୫ ନିଖୋଜ

ଯାଜପୁର : ହୋଲି ଖେଳ ସାରି ଗାଧୋଇବା ହେଲା କାଳ ।ଯାଜପୁର ଟାଉନ ଥାନା ବଡ ସୁଆର ଅଞ୍ଚଳରେ ଅଭାବନୀୟ ଘଟଣା । ଖରସ୍ରୋତା ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ନଦୀରେ ବୁଡିଯାଇ ୬ ଜଣ ଯୁବକ ନିଖୋଜ ହୋଇଯାଇଛନ୍ତି । ଜଣଙ୍କର ମୃତ୍ୟୁ ହୋଇଯାଇଥିବା ସୂଚନା ମିଳିଛି ।ଜଣଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତି କରାଯାଇଛି ।ଅନ୍ୟ ୫ ଜଣ ନିଖୋଜ ଅଛନ୍ତି । ସେମାନଙ୍କୁ ଖୋଜା ଚାଲିଛି ।

Leave A Reply

Your email address will not be published.