Latest Odisha News

BREAKING NEWS

୧୫ ଟଙ୍କା ବଢ଼ିଲା ପିଆଜ ଦର !

ଭୁବନେଶ୍ୱର: ଆକାଶ ଛୁଇଁଲା ପିଆଜ ଦର । ଗତକାଲି କିଲୋ ପ୍ରତି ୩୫ ଟଙ୍କାରେ ବିକ୍ରି ହେଉଥିବା ପିଆଜ ଆଜି ହଠାତ୍ ୫୦ ଟଙ୍କା ଡେଇଁଛି। ଆଉ ଚିନ୍ତାର କଥା ଏହି ଦର ଚଳିତ ଆଗାମୀ ମାସ ବେଳକୁ ୧୦୦ ଛୁଇଁବାର ଆଶଙ୍କା ପ୍ରକାଶ ପାଇଛି ।

ଦୁଇ ସପ୍ତାହ ପୂର୍ବେ ପିଆଜ କିଲୋ ୨୫ରୁ ୩୫ ଟଙ୍କାରେ ବିକ୍ରି ହେଉଥିବା ପିଆଜର ମୂଲ୍ୟ ବୁଧବାର ହଠାତ ଏହି ମୂଲ୍ୟ ୫୦ ଟଙ୍କା ଛୁଇଁଛି ।

ଏବେର ସମୟରେ ନାସିକ ଏବଂ ଆନ୍ଧ୍ରରୁ ଓଡ଼ିଶା ମାର୍କେଟକୁ ପିଆଜ ଆସୁଛି । ନାସିକରେ ଲଗାତାର ବର୍ଷା ପାଇଁ ଶହ ଶହ ଏକର ପିଆଜ ଚାଷ ବାଧାପ୍ରାପ୍ତ ହୋଇଛି । ତେଣୁ ଆଗାମୀ ଦିନରେ ପିଆଜ ଦର ୧୦୦ ଛୁଇଁବ ବୋଲି ଅର୍ଥନୀତି ବିଶେଷଜ୍ଞ ଆଶଙ୍କା କରୁଛନ୍ତି ।

Leave A Reply

Your email address will not be published.