Latest Odisha News

BREAKING NEWS

ବାଲେଶ୍ୱରରୁ ୧୦୦ରୁ ଅଧିକ ଗାଈ ଜବତ; ୫ ଅଟକ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ୧୬ନଂ ଜାତୀୟ ରାଜପଥ ନିକଟ ଖନ୍ତାପଡା ଥାନା ଅନ୍ତର୍ଗତ ଶେରଗଡ ଟୋଲଗେଟ୍ ନିକଟରେ ପ୍ରାୟ ୧୦୦ରୁ ଅଧିକ ଗାଈଙ୍କୁ ଉଦ୍ଧାର କରାଯାଇଛି ।

ସୂଚନା ଅନୁଯାୟୀ, ପାଖାପାଖି ୪ଟି ଟ୍ରକ୍ ଓ ଗୋଟିଏ ଭ୍ୟାନରେ ବେଆଇନ୍ ଭାବେ ଗୋରୁ ଚାଲାଣ ଅଭିଯୋଗରେ ଟୋଲ୍ ଗେଟ୍ ନିକଟରୁ ଉକ୍ତ ଗାଈ ମାନଙ୍କୁ ଉଦ୍ଧାର କରାଯାଇଥିଲା ।

ତେବେ ପୋଲିସ ଏହି ଘଟଣାରେ ସମ୍ପୃକ୍ତି ନେଇ ଉକ୍ତ ୫ଟି ଗାଡିକୁ ଜବତ କରିଥିବା ସୁତ୍ରରୁ ପ୍ରକାଶ ।

Leave A Reply

Your email address will not be published.