Latest Odisha News

BREAKING NEWS

Browsing Tag

Cow Smuggling

ଗୋ-ଚାଲାଣ ବେଳେ ଶତାଧିକ ଗୋରୁ ଉଦ୍ଧାର, ୨ ଗିରଫ

ଅନୁଗୁଳ: ରାଜ୍ୟର ବିଭିନ୍ନ ଜିଲ୍ଲାରୁ ପଶ୍ଚିମବଙ୍ଗକୁ ବେଧଡ଼କ ଗୋ-ଚାଲାଣ କରାଯାଉଛି । ଗୋ-ଟାଲାଣ ଖବର ପାଇ ପାଲଲହଡ଼ା ପୋଲିସ ବିଳମ୍ବିତ ରାତିରେ ଜାତୀୟ ରାଜପଥ ୪୯ରେ ଜଗି ରହିଥିଲା । ରାତି ପ୍ରାୟ ୩ଟା ବେଳେ ଏକ ଟ୍ରକ୍ ଯୋଗେ ଶହେରୁ ଅଧିକ ଗୋରୁଗାଈଙ୍କୁ ନିଆ ଯାଉଥିବା ବେଳେ ପୋଲିସ ଗାଡ଼ି…

ବେଆଇନ ଗୋରୁ ଚାଲାଣବେଳେ ଜବତ କଲା ପୋଲିସ, ୬ଜଣ ଅଟକ

ମୟୁରଭଞ୍ଜ: ଚୋରା ଚାଲାଣବେଳେ ୧୪୪ଗୋରୁ ଉଦ୍ଧାର ହୋଇଛି । ରାଜ୍ୟ ବାହାରକୁ ବେଆଇନଭାବେ ଗୋରୁ ଚାଲାଣ ହେଉଥିଲା । ଏଥିରେ ୫ଟି ପିକଅପ୍ ଭ୍ୟାନ୍ ଜବତ ହୋଇଛି । ପଶ୍ଚିମବଙ୍ଗକୁ ବେଆଇନଭାବେ ଗୋରୁ ଚୋରା ଚାଲାଣ ହେଉଥିଲା । ପେଟ୍ରୋଲିଂବେଳେ ରାସଗୋବିନ୍ଦପୁର ସୁବାନଡ଼ିହି ଛକରୁ ଜବତ କଲା ପୋଲିସ ।…

ବାଲେଶ୍ୱରରୁ ୧୦୦ରୁ ଅଧିକ ଗାଈ ଜବତ; ୫ ଅଟକ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ୧୬ନଂ ଜାତୀୟ ରାଜପଥ ନିକଟ ଖନ୍ତାପଡା ଥାନା ଅନ୍ତର୍ଗତ ଶେରଗଡ ଟୋଲଗେଟ୍ ନିକଟରେ ପ୍ରାୟ ୧୦୦ରୁ ଅଧିକ ଗାଈଙ୍କୁ ଉଦ୍ଧାର କରାଯାଇଛି । ସୂଚନା ଅନୁଯାୟୀ, ପାଖାପାଖି ୪ଟି ଟ୍ରକ୍ ଓ ଗୋଟିଏ ଭ୍ୟାନରେ ବେଆଇନ୍ ଭାବେ ଗୋରୁ ଚାଲାଣ ଅଭିଯୋଗରେ ଟୋଲ୍ ଗେଟ୍ ନିକଟରୁ…

ପଶ୍ଚିମବଙ୍ଗ ବେଆଇନ ଗୋରୁ ଚାଲାଣ ଉପରେ ଚଢ଼ାଉ କଲା ସିବିଆଇ

କୋଲକାତା: କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ବୁଧବାର ପଶ୍ଚିମବଙ୍ଗର ବିଭିନ୍ନ ସ୍ଥାନରେ ଭାରତ-ବାଂଲାଦେଶ ସୀମାରେ ଚାଲୁଥିବା ଗୋରୁ ଚୋରା ଚାଲାଣକାରୀଙ୍କ ଚଢାଉ କରିଛି। ଆଜି ସକାଳେ କୋଲକାତା ଏବଂ ମୁର୍ସିଦାବାଦ ଜିଲ୍ଲାର ଏକାଧିକ ସ୍ଥାନରେ ଚଢାଉ କରାଯାଇଥିବା ସିବିଆଇର ଜଣେ ବରିଷ୍ଠ ଅଧିକାରୀ…