Latest Odisha News

BREAKING NEWS

ବିଶ୍ୱ ଚାମ୍ପିୟନସିପ୍ ବ୍ୟାଡ଼ମିଣ୍ଟନ: ଫାଇନାଲରେ ପିଭି ସିନ୍ଧୁ

ନୂଆଦିଲ୍ଲୀ: ବ୍ୟାଡ଼ମିଣ୍ଟନ୍ ସେନସେସନ୍ ପି ଭି ସିନ୍ଧୁ ବି ଡ଼ବ୍ଲୁ୍ୟଏଫ ବିଶ୍ୱ ବ୍ୟାଡ଼ମିଣ୍ଟନ ଚାମ୍ପିୟନସିପର ଫାଇନାଲରେ ପ୍ରବେଶ କରିଛନ୍ତି । ଏହି ସମ୍ମାନଜନକ ପ୍ରତିଯୋଗିତାର ସେମିଫାଇନାଲରେ ଭାରତୀୟ ମହିଳା ଖେଳାଳି ପି ଭି ସିନ୍ଧୁ ଚୀନ ତାରକା ଚେନ୍ ୟୁ ଫେଇଙ୍କୁ ୨୧-୭ ଏବଂ ୨୧-୧୪ ସିଧାସଳଖ ଗେମରେ ପରାସ୍ତ କରିଛନ୍ତି ।

ସବୁଠାରୁ ବଡ଼କଥା ହେଲା, ସିନ୍ଧୁ ବିଶ୍ୱ ବ୍ୟାଡ଼ମିଣ୍ଟନର ଏହି ଶ୍ରେଷ୍ଠ ଟୁର୍ଣ୍ଣାମେଣ୍ଟରେ ଲଗାତର ୩ୟଥର ଲାଗି ଫାଇନାଲରେ ପ୍ରବେଶ କରି ଏକ ବିଶ୍ୱ ରେକର୍ଡ଼ ପ୍ରତିଷ୍ଠା କରିଛନ୍ତି ।

Leave A Reply

Your email address will not be published.