Latest Odisha News

BREAKING NEWS

ଚୂଡାନ୍ତ ହେଲା ମେସୀଙ୍କ ଭାରତ ଗସ୍ତ: ଗାଙ୍ଗୁଲି, ଭୂତିଆଙ୍କ ସହ ଖେଳିବେ

କୋଲକାତା: ବିଶ୍ୱ ଫୁଟବଲର ମହାନ ଖେଳାଳି ଲିଓନେଲ ମେସୀ ଭାରତ ଗସ୍ତରେ ଆସୁଛନ୍ତି । ଭାରତର ଫୁଟବଲପ୍ରେମୀ ଆର୍ଜେଂଟିନାର ଏହି ଷ୍ଟାର ଖେଳାଳିଙ୍କୁ ଦେଖିବା ପାଇଁ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି । ମେସୀ ତାଙ୍କର ୩ ଦିବସୀୟ ଯାତ୍ରା ଡିସେମ୍ବର ୧୨ରେ କୋଲକାତାରୁ ଆରମ୍ଭ କରିବେ । ଜିଓଏଟି ଟୁର…

ଦୟାନଦୀରେ ବୁଡ଼ିଗଲେ ଅଷ୍ଟମ ଶ୍ରେଣୀର ୨ ଛାତ୍ର; ଜଣଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ବର: ଦୟା ନଦୀରେ ବୁଡ଼ିଗଲେ ଦୁଇ ଛାତ୍ର । ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ଜଣେ ନିଖୋଜ ଅଛନ୍ତି ।ଧଉଳି ଥାନା ନୂଆଗାଁ ଡାଲଖାଇ ଘାଟରେ ଗାଧାଉଥିବା ବେଳେ ବୁଡ଼ି ଯାଇଥିଲେ ଦୁଇ ଛାତ୍ର । ନିଖୋଜ ଛାତ୍ରଙ୍କୁ ଉଦ୍ଧାର ପାଇଁ ଘଟଣାସ୍ଥଳରେ ଉଦ୍ଧାରକାର୍ଯ୍ୟ ଜାରି ରହିଛି ।…

ଆସନ୍ତୁ ଜାଣିବା ଧୋନୀ କାହିଁକି ଅଗଷ୍ଟ ୧୫ରେ ନେଇଥିଲେ ଅବସର

ନୂଆଦିଲ୍ଲୀ: ଧଳା ବଲ କ୍ରିକେଟରେ ମହେନ୍ଦ୍ର ସିଂ ଧୋନୀ ଭାରତର ଶ୍ରେଷ୍ଠ ଅଧିନାୟକ ଭାବେ ପରିଗଣିତ ହୋଇଥାନ୍ତି । ଧୋନୀଙ୍କ ନେତୃତ୍ୱରେ ଭାରତ ୩ଟି ଆଇସିସି ଟ୍ରଫି ଜିତିଛି । ୨୦୦୪ରେ ଆନ୍ତର୍ଜାତୀୟ କ୍ୟାରିୟର ଆରମ୍ଭ କରିଥିବା ଧୋନୀ ୧୬ ବର୍ଷ ମଧ୍ୟରେ ଅନେକ କୀର୍ତିମାନ ସ୍ଥାପନ କରିଥିଲେ । ୧୫…

ମୁହଁରେ ସ୍ୱଦେଶୀ, ମନରେ ବିଦେଶୀ… ମୋଦିଙ୍କୁ ଅଖିଳେଶ ଯାଦବଙ୍କ ତାଚ୍ଛଲ୍ୟ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ୱାଧୀନତା ଦିବସ ଭାଷଣକୁ ନେଇ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କ ଟାର୍ଗେଟ। ମୋଦିଙ୍କ ଅଭିଭାଷଣରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ)ର ପ୍ରଶଂସା କରାଯାଇଥିଲା। ଏହା ଉପରେ ପ୍ରତିକ୍ରିୟା ଦେଇ ଅଖିଳେଶ ଯାଦବ ସଂଗଠନକୁ ଟାର୍ଗେଟ…

ଟାଟା ପାୱାର ନେତୃତ୍ୱାଧୀନ ଓଡିଶା ଡିସ୍‌କମ୍ ଗୁଡିକ ପକ୍ଷରୁ ‘ସୁରକ୍ଷା କବଚ’ ଆରମ୍ଭ

ଭୁବନେଶ୍ୱର: ସୁରକ୍ଷା ଏବଂ ପରିଚାଳନା ଉତ୍କର୍ଷ ପ୍ରତି ଅଟଳ ପ୍ରତିବଦ୍ଧତାକୁ ଦୋହରାଇ ଟାଟା ପାୱାର ନେତୃତ୍ୱାଧୀନ ଓଡିଶା ଡିସକମଗୁଡ଼ିକ ଏକ ପରିବର୍ତନଶୀଳ ଡିଜିଟାଲ୍ ସମାଧାନ ‘ସୁରକ୍ଷା କବଚ’ ଆରମ୍ଭ କରିଛନ୍ତି । ଏହି ପ୍ରଯୁକ୍ତି ସମ୍ବଳିତ ସୁରକ୍ଷା ପ୍ରାଚୀର ଓଡିଶାରେ ହାଇ ଟେନ୍‌ସନ୍…

୧୫ ଭାଗରେ କାହିଁକି ବିଭକ୍ତ ହେଲା ଏହି ଦେଶ? ଜାଣନ୍ତୁ ବିଶ୍ଵର ସବୁଠାରୁ ବଡ଼ ବିଭାଜନର କାହାଣୀ….

ନୂଆଦିଲ୍ଲୀ: ଯେତେବେଳେ ଆମେ ବିଭାଜନ ବିଷୟରେ ଚିନ୍ତା କରୁ, ସେତେବେଳେ ସାଧାରଣତଃ ପ୍ରଥମେ ଭାରତ-ପାକିସ୍ତାନ କଥା ଆମକୁ ମନେ ପଡେ। ୧୯୪୭ ମସିହାରେ ଭାରତ ଓ ପାକିସ୍ତାନ ବିଭାଜନ ହେବା କଥା ଭାବିବା କଷ୍ଟକର। ବ୍ରିଟିଶମାନେ ଆମ ଦେଶକୁ ଦୁଇଟି ଭାଗରେ ବିଭକ୍ତ କରିଥିଲେ। କିନ୍ତୁ ଏହି ବିଭାଜନଠାରୁ…

‘ଦ ବେଙ୍ଗଲ ଫାଇଲ୍ସ’ରେ ମହାତ୍ମା ଗାନ୍ଧୀ ହେବେ ଅନୁପମ ଖେର, ସେୟାର କଲେ ଫାଷ୍ଟ ଲୁକ୍

ମୁମ୍ବାଇ: ନିର୍ଦ୍ଦେଶକ ଏବଂ ପ୍ରଯୋଜକ ବିବେକ ଅଗ୍ନିହୋତ୍ରୀ ବର୍ତ୍ତମାନ ତାଙ୍କର ଆଗାମୀ ଫିଲ୍ମ 'ଦ ବଙ୍ଗାଲ ଫାଇଲ୍ସ' ପାଇଁ ଚର୍ଚ୍ଚାରେ ଅଛନ୍ତି । ଏହି ଫିଲ୍ମରେ ବଲିଉଡର ବରିଷ୍ଠ ଅଭିନେତା ଅନୁପମ ଖେର ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ । ଆଜି ସ୍ବାଧୀନତା ଦିବସ ଅବସରରେ ସେ…

ତେନ୍ଦୁଲକରଙ୍କ ବିଶ୍ୱ ରେକର୍ଡ ଭାଙ୍ଗିବା ପାଇଁ କୋହଲି ଆବଶ୍ୟକ କରୁଛନ୍ତି ୬୫୨ ରନ

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପରେ ଏବେ ଭାରତୀୟ ଟିମ କିଛି ଦିନ ବିଶ୍ରାମ ନେବା ପରେ ଏସିଆ କପରେ ଅଂଶଗ୍ରହଣ କରିବ । ଏହା ପରେ ଟିମ ଇଣ୍ଡିଆ ଅଷ୍ଟ୍ରେଲିଆ ବିପକ୍ଷରେ ଦିନିକିଆ ସିରିଜ ଖେଳିବ । ଦୀର୍ଘ ଦିନର ବ୍ରେକ ପରେ ରୋହିତ ଶର୍ମା ଓ ବିରାଟ କୋହଲି ଏହି ସିରିଜ ମାଧ୍ୟମରେ…

ଧରାବତଣ କରିବେ ପ୍ରଭୁ ଶ୍ରୀକୃଷ୍ଣ; ଶ୍ରୀମନ୍ଦିରରେ ଚାଲିଛି ସ୍ୱତନ୍ତ୍ର ନୀତିକାନ୍ତି

ପୁରୀ: ମହାପ୍ରଭୁ ଜଗନ୍ନାଥ ନିଜେ ଅବତାର, ନିଜେ ଅବତାରୀ । ଗତକାଲି ପ୍ରସବ ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ଯେଉଟ ଭୋଗ ସହ ଗର୍ଭଉଦକ ବନ୍ଦାପନା କରାଯାଇଥିଲା । ଆଜି ମହାଜନ ସେବକଙ୍କ ଦ୍ଵାରା ଶ୍ରୀକୃଷ୍ଣ ଜନ୍ମନୀତି ଅନୁଷ୍ଠିତ ହେବ । ଦେବକୀ ଓ ବସୁଦେବ ବେଶରେ ଜନ୍ମ ଚକଡାରେ ନିଶାର୍ଦ୍ଧରେ…

ଏଇଥି ପାଇଁ ଲାଦେନ ପରି ମୁନିର !

ନୂଆଦିଲ୍ଲୀ: ପାକିସ୍ତାନ ସେନା ମୁଖ୍ୟ ଅସିମ ମୁନିର ସୁଟ୍ ପିନ୍ଧିଥିବା କୁଖ୍ୟାତ ଆତଙ୍କବାଦୀ ଓସାମା ବିନ ଲାଦେନ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପାଇଁ ନୋବେଲ ପୁରସ୍କାର ଦାବି କରୁଥିବା ମୁନିରଙ୍କୁ ଅଲକାଏଦାର ପୂର୍ବ ମୁଖ୍ୟଙ୍କ ସହ ତୁଳନା କରିଛନ୍ତି ପେଣ୍ଟାଗନର ପୂର୍ବତନ…