ଦିଆସିଲି କାଠିରେ ନିର୍ମିତ ରାମ ମନ୍ଦିର ମଡେଲ୍ ନେଇ ରାଜ୍ୟପାଳଙ୍କୁ ଭେଟିଲେ ଯୁବ କଳାକାର ଶାଶ୍ୱତ ସାହୁ
ପୁରୀ: ପୁରୀ କୁମ୍ଭାରପଡାର ୨୨ ବର୍ଷୀୟ ଦିଆସିଲି କାଠି ହସ୍ତଶିଳ୍ପୀ କଳାକାର ଶାଶ୍ୱତ ରଞ୍ଜନ ସାହୁ ତାଙ୍କର ସୃଜନଶୀଳ କଳାକାରୀତାର ଅନନ୍ୟ ନିଦର୍ଶନ ଭାବେ ୧,୪୨୩ଟି ଦିଆସିଲି କାଠିରୁ ଏକ ସୁନ୍ଦର ରାମ ମନ୍ଦିର ମଡେଲ୍ ତିଆରି କରିଛନ୍ତି । ଏହି ସୁକୌଶଳ୍ୟମୟ ମଡେଲ୍ ନିର୍ମାଣ ପାଇଁ ତାଙ୍କୁ…