ଏଣିକି ୧୦୦ କିମି. ଚାଲିବାକୁ ବାଧ୍ୟ ବନ ଅଧିକାରୀ…
ଭୁବନେଶ୍ୱର: ବନ ସମ୍ପଦର ପ୍ରଭାବଶାଳୀ ସୁରକ୍ଷା ଏବଂ ବେଆଇନ କାର୍ଯ୍ୟକଳାପକୁ ରୋକିବା ପାଇଁ ଓଡ଼ିଶା ସରକାର କ୍ଷେତ୍ରସ୍ତରୀୟ ବନ କର୍ମଚାରୀମାନଙ୍କୁ ନିୟମିତ ପାଦରେ ଚାଲି ଚାଲି ପାଟ୍ରୋଲିଂ କରିବାକୁ ବାଧ୍ୟତାମୂଳକ କରିଛନ୍ତି।
ପ୍ରମୁଖ ମୁଖ୍ୟ ବନ ସଂରକ୍ଷକ ସୁରେଶ ପନ୍ଥଙ୍କ ଦ୍ୱାରା ଜାରି ଏକ…