କେନ୍ଦ୍ରାପଡ଼ା ସହରରେ ସାମ୍ପ୍ରଦାୟିକ ଉତ୍ତେଜନା: ଗୁରୁବାର ଦିନ ସମସ୍ତ ସ୍କୁଲ ବନ୍ଦ
କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ସହରରେ ବୁଧବାର ଦିନ ସାମ୍ପ୍ରଦାୟିକ ଉତ୍ତେଜନା ଉପୁଜିଥିବା ତଥା ଗୁରୁବାର ଏନେଇ ୧୨ ଘଣ୍ଟିଆ ବନ୍ଦ ଡ଼ାକରା ଦିଆଯିବା ପରିପ୍ରେକ୍ଷୀରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଗୁରୁବାର ଦିନ କେନ୍ଦ୍ରାପଡ଼ା ପୌରାଞ୍ଚଳରେ ଥିବା ସମସ୍ତ ଶିକ୍ଷାନୁଷ୍ଠାନ ସହିତ ସ୍କୁଲ ଓ କଲେଜ ବନ୍ଦ…