ଥାନା ପରିସରରେ ଯୁବକଙ୍କୁ ଥାର୍ଡ ଡିଗ୍ରୀ ଅଭିଯୋଗ, ଏତଲା ଦେବାକୁ ଯାଇ ଖାଇଲେ ନିର୍ଧୁମ୍ ମାଡ଼
ଜଗତସିଂହପୁର: ବନ୍ଦର ମେରାଇନ୍ ଥାନାରେ ଥାର୍ଡ ଡିଗ୍ରୀ ଅଭିଯୋଗ। ଏତଲା ଦେବାକୁ ଯାଇଥିବା ଯୁବକଙ୍କୁ ଥାନାଧିକାରୀ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଗାଳି ଗୁଳଜ ସହିତ ବିଧା, ଗୋଇଠା, ଧକ୍କା ମାରିବା ଅଭିଯୋଗ ହୋଇଛି।
ଅଭିଯୋଗ କଲେ ମାଡ଼ ଖାଇଥିବା ବ୍ୟକ୍ତିଙ୍କ ଝିଆରୀ। ମାଡ଼ ମାରିବା ସହ…