PM Modi in Manipur: ମଣିପୁରର ଅଶାନ୍ତିର କେନ୍ଦ୍ରସ୍ଥଳରେ ମୋଦି, ବିମାନବନ୍ଦରରୁ ୬୫ କିମି ରାସ୍ତା ଯୋଗେ ଯାତ୍ରା…
ନୂଆଦିଲ୍ଲୀ: ମଣିପୁରରେ ଜାତିଗତ ସଂଘର୍ଷର ଦୁଇ ବର୍ଷରୁ ଅଧିକ ସମୟ ପରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଣିପୁରରେ ପହଞ୍ଚିଛନ୍ତି । ମଣିପୁର ବିମାନମନ୍ଦରରେ ପହଞ୍ଚି ପ୍ରଧାନମନ୍ତ୍ରୀ ମୋଦି ସିଧା ଚୁରାଚାନ୍ଦପୁରରେ ସେମାନଙ୍କ ଘରୁ ବିସ୍ଥାପିତ ହୋଇଥିବା ପୀଡିତାଙ୍କୁ ଭେଟିଛନ୍ତି । ଯାହା…