ଚେକ୍-ପୋଷ୍ଟରେ ଏସୟୁଭି ଧକ୍କା, ଏସଆଇ ଗୁରୁତର
ବରଗଡ଼: ବରଗଡ଼ ଜିଲ୍ଲାର ସୋହେଲା ଅଞ୍ଚଳରେ ଯାନବାହାନର ନିୟମିତ ଯାଞ୍ଚ ସମୟରେ ଏକ ଏସୟୁଭି ଚେକ୍-ପୋଷ୍ଟରେ ଧକ୍କା ଦେବା ଫଳରେ ଜଣେ ସବ-ଇନ୍ସପେକ୍ଟର ଗୁରୁତର ଆହତ ହୋଇଛନ୍ତି।
ସୂଚନା ଅନୁଯାୟୀ, ରବିବାର ରାତିରେ ଜିଲ୍ଲାର ସୋହେଲା ଥାନା ଅଧୀନରେ ଥିବା ଦଶମାଇଲ ଲେବାଡି ଛକରେ ଏହି ଘଟଣା…