୪ ବର୍ଷରେ ନଦୀ ବୁଡ଼ିରେ ଯାଇଛି ୧୭୫୦ ଜୀବନ, କଟକରେ ସର୍ବାଧିକ
ଭୁବନେଶ୍ୱର: ବିଧାନସଭାରୁ ଉଦବେଗଜନକ ତଥ୍ୟ ପ୍ରକାଶ ପାଇଛି। ରାଜ୍ୟରେ ୪ ବର୍ଷ ମଧ୍ୟରେ ନଦୀ ବୁଡିରେ ଯାଇଛି ୧୭୫୦ ଜଣଙ୍କ ଜୀବନ। ସେହିଭଳି ସମୁଦ୍ରରେ ଭାସି ୮୨ ଜଣ ପ୍ରାଣ ହରାଇଛନ୍ତି। କେବଳ ୨୦୨୫ରେ ୪୨୭ ଜଣ ବୁଡ଼ି ପ୍ରାଣ ହରାଇଛନ୍ତି। ବିଜେଡି ବିଧାୟକ ବିଭୂତି ବଳବନ୍ତରାୟଙ୍କ ପ୍ରଶ୍ନରେ…