ଆୟରଲ୍ୟାଣ୍ଡରେ ସୁରକ୍ଷିତ ନୁହଁନ୍ତି ଭାରତୀୟ!
ନୂଆଦିଲ୍ଲୀ: ଆୟରଲ୍ୟାଣ୍ଡରେ ଜାତିଭେଦ ଆକ୍ରମଣର ଶିକାର ହୋଇଛି ଜଣେ ଛଅ ବର୍ଷର ଝିଅ। ଯିଏକି ଭାରତୀୟ ବଂଶୋଦ୍ଭବ।
ସୂଚନା ଅନୁଯାୟୀ, କେରଳର କୋଟ୍ଟାୟମର ବାସିନ୍ଦା ନିଆ ନବୀନ ଦକ୍ଷିଣ-ପୂର୍ବ ଆୟରଲ୍ୟାଣ୍ଡର ୱାଟରଫୋର୍ଡ ସହରରେ ତାଙ୍କ ଘର ବାହାରେ ଖେଳୁଥିଲେ। ସେହି ସମୟରେ ୧୨ରୁ ୧୪ ବର୍ଷ ବୟସର…