ଲଣ୍ଡନରେ ଶାହରୁଖ ଓ କାଜୋଲଙ୍କ ବ୍ରୋଞ୍ଜ ପ୍ରତିମା ଉନ୍ମୋଚନ
ମୁମ୍ବାଇ: ୟଶ ରାଜ ଫିଲ୍ମସର ବ୍ଲକବଷ୍ଟର ଫିଲ୍ମ "ଦିଲୱାଲେ ଦୁଲହାନିଆ ଲେ ଜାଏଙ୍ଗେ'ର ୩୦ ବର୍ଷ ପୂରଣ ଅବସରରେ ଗୁରୁବାର ଦିନ ଲିସେଷ୍ଟର ସ୍କୋୟାରରେ ଶାହରୁଖ ଖାନଙ୍କ ସିଗ୍ନେଚର ପୋଜର ଏକ ପ୍ରତିମା ଉନ୍ମୋଚିତ ହୋଇଛି।
ଏହି ଅବସରରେ ୟଶ ରାଜ ଫିଲ୍ମସର ସିଇଓ ଅକ୍ଷୟ ବିଧାନୀ ଏବଂ ହାର୍ଟ ଅଫ୍…