ଯୁକ୍ତ ୨ ନାମଲେଖା; ଦ୍ୱିତୀୟ ପର୍ଯ୍ୟାୟରେ ୩୯,୨୭୮ ପ୍ରାର୍ଥୀ ମନୋନୀତ
ଭୁବନେଶ୍ୱର: ଓଡ଼ିଶାରେ ୨୦୨୫-୨୬ ଶିକ୍ଷାବର୍ଷ ପାଇଁ ବିଭିନ୍ନ ଷ୍ଟ୍ରିମରେ ଯୁକ୍ତ ୨ ପାଠ୍ୟକ୍ରମରେ ନାମଲେଖା ଲାଗି ପ୍ରଥମ ଚୟନ ପ୍ରକ୍ରିୟାର ଦ୍ୱିତୀୟ ପର୍ଯ୍ୟାୟରେ ମୋଟ ୪୪,୯୬୬ ପ୍ରାର୍ଥୀ ଆବେଦନ କରିଥିଲେ। ସେଥିମଧ୍ୟରୁ ମୋଟ ୩୯,୨୭୮ ପ୍ରାର୍ଥୀଙ୍କୁ ମନୋନୀତ କରାଯାଇଥିବା ନେଇ ଉଚ୍ଚ…