୨ ସପ୍ତାହ ପର୍ଯ୍ୟନ୍ତ ଯାଏଁ ପ୍ରତିଦିନ ଖାଆନ୍ତୁ ଅଁଳା; ମିଳିବ ଏହି ଲାଭ…
ଭୁବନେଶ୍ବର:ଅଁଳାକୁ ସ୍ୱାସ୍ଥ୍ୟ ପାଇଁ ଏକ ସୁପରଫୁଡ୍ ଭାବରେ ବିବେଚନା କରାଯାଏ। ଏହି କାରଣରୁ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ପ୍ରତିଦିନ ଗୋଟିଏ ଅଁଳା ଖାଇବାକୁ ପରାମର୍ଶ ଦିଅନ୍ତି। ଏହା ଆପଣଙ୍କୁ ଅନେକ ଲାଭ ଦୋଇଥାଏ ।
ଯଦି ଆପଣ ପ୍ରତିଦିନ କେବଳ ଗୋଟିଏ ଅଁଳା ଖାଆନ୍ତି, ତେବେ ଦୁଇ ସପ୍ତାହ…