ରେକର୍ଡ ଭାଙ୍ଗୁଛି ‘ସୟାରା’; ଆୟରେ ୩୦୦ କୋଟି ଟପିଲା
ମୁମ୍ବାଇ: ମୋହିତ ସୁରୀଙ୍କ ନିର୍ଦ୍ଦେଶିତ "ସୟାରା" ବକ୍ସ ଅଫିସରେ ଧମାଲ କରୁଛି। ଫିଲ୍ମ ରିଲିଜ ହେବାର ୧୭ ଦିନ ବିତିଗଲାଣି କିନ୍ତୁ ଏହାର ରୋଜଗାର କମୁନାହିଁ। ଆହାନ ପାଣ୍ଡେ ଏବଂ ଅନୀତ ପଡ୍ଡାଙ୍କ ଅଭିନୟ ଯାଦୁ ଲୋକଙ୍କୁ ଛୁଇଁପାରିଛି।
ସପ୍ତାହାନ୍ତରେ ସୟାରା ଆୟରେ ଏକ ବଡ଼ ବୃଦ୍ଧି ଘଟିଛି।…