ଯାନ୍ତ୍ରିକ ତ୍ରୁଟି ଯୋଗୁଁ ବେଙ୍ଗାଲୁରୁ ଫେରିଲା ଏୟାର ଇଣ୍ଡିଆ ବିମାନ
ନୂଆଦିଲ୍ଲୀ: କୋଲକାତା ଯାଉଥିବା ଏୟାର ଇଣ୍ଡିଆ ଏକ୍ସପ୍ରେସର ଏକ ବିମାନ ରବିବାର ସନ୍ଧ୍ୟାରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ବେଙ୍ଗାଲୁରୁ ଫେରି ଆସିଥିଲା।
ସୂଚନା ଅନୁଯାୟୀ, ଏୟାରବସ୍ A320 ବିମାନ ଦ୍ୱାରା ପରିଚାଳିତ ବିମାନ IX2718 ଦୁଇ ଘଣ୍ଟାରୁ ଅଧିକ ସମୟ ପାଇଁ ଆକାଶରେ ଉଡ଼ିବା ପରେ ଫେରି…