ଜ୍ୟାକି ଚାନଙ୍କ ମୃତ୍ୟୁ ପରେ ରିଲିଜ ହେବ ତାଙ୍କର ଶେଷ ଗୀତ
ମୁମ୍ବାଇ: କୁଙ୍ଗ ଫୁ ଫିଲ୍ମ ମାଧ୍ୟମରେ ଜ୍ୟାକି ଚାନ ସାରା ବିଶ୍ୱରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ଅନେକ ପ୍ରଶଂସକ ତାଙ୍କର ପ୍ରତ୍ୟେକ ଫିଲ୍ମକୁ ବ୍ୟଗ୍ରତା ସହକାରେ ଅପେକ୍ଷା କରିଥାନ୍ତି । ଏବେ ଜ୍ୟାଜି ଚାନ ଏ ଭଳି ଏକ ନିଷ୍ପତି ନେଇଛନ୍ତି ଯାହା ସମସ୍ତଙ୍କୁ…