Kalikesh Visits Naveen Nivas: କଳିକେଶ ହେବେକି ନବୀନଙ୍କ ଉତ୍ତରାଧିକାରୀ?, ଚର୍ଚ୍ଚା ଭିତରେ ନବୀନ ନିବାସରେ…
ଭୁବନେଶ୍ୱର: ବିଜେଡିର ଗୁରୁଦାୟିତ୍ଵ ତୁଲାଇବେ କି କଳିକେଶ?
ଚର୍ଚ୍ଚା ଭିତରେ ନବୀନ ନିବାସରେ ପହଞ୍ଚିଲେ
କାହିଁକି ଅଚାନକ କଳିକେଶକୁ ଡାକରା?
ନବୀନଙ୍କ ସହ କଲେ କି ଆଲୋଚନା?
ପୁଣି ବିଜେଡିରେ ଉତ୍ତରାଧିକାରୀ ଝଡ଼ ମୁଣ୍ଡ ଟେକିଛି। କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ଦାବି ପରେ ତେଜିଛି…