ଦେଶରେ ଡାଉନ୍ ହେଲା ଗୁଗୁଲ ମିଟ୍
ନୂଆଦିଲ୍ଲୀ: ଦେଶରେ ଡାଉନ୍ ହେଲା ଗୁଗୁଲ ମିଟ୍। ବହୁ ସଂଖ୍ୟକ ୟୂଜର୍ସ ସୋସିଆଲ ମିଡିଆରେ ଗୁଗୁଲ ମିଟ୍ ଡାଉନ୍ ନେଇ ଅଭିଯୋଗ କରୁଛନ୍ତି। ଗୁଗୁଲର ଭିଡିଓ କନଫରେନ୍ସିଂ ପ୍ଲାଟଫର୍ମ କିଛି ସମୟ ପାଇଁ ଡାଉନ୍ ହୋଇଛି, ଏବଂ ଏହାକୁ ଆକ୍ସେସ୍ କରିବା ସମୟରେ 502 ତ୍ରୁଟି ଦେଖାଯାଉଛି।
DownDetector…